AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଆଗୁଆ ନିର୍ବାଚନ ଚର୍ଚ୍ଚାରେ ଲାଗିଲା ରୋକ ,ଏବେ ଆଉ ଏକକ ନିର୍ବାଚନ କିମ୍ବା ଆଗୁଆ ନିର୍ବାଚନ ହେବାର ପ୍ରଶ୍ନ ଉଠୁନି

7/10/2018 at 9:48 PM

ଭୁବନେଶ୍ଵର;୭/୧୦- ଆଗୁଆ ନିର୍ବାଚନ ଚର୍ଚ୍ଚାରେ ଲାଗିଲା ରୋକ । ଗତକାଲି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ଘୋଷଣା କରିବା ପରେ ଏନେଇ ସ୍ପଷ୍ଟ ହୋଇଛି । ଏବେ ଆଉ ଏକକ ନିର୍ବାଚନ କିମ୍ବା ଆଗୁଆ ନିର୍ବାଚନ ହେବାର ପ୍ରଶ୍ନ ଉଠୁନି । କାରଣ ଏହି ୫ଟି ରାଜ୍ୟର ନିର୍ବାଚନ ପ୍ରୋସେସ୍ ଶେଷ ବେଳକୁ ୨୦୧୯ ହୋଇଯିବ । ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ସାଧରଣ ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି । ଏଥିରୁ ହିଁ ବାରି ହୋଇପଡିବ ଲୋକଙ୍କ ମୁଡ୍ କଣ ରହିଛି । ୨୦୧୯ ନିର୍ବାଚନ ସେହି ଦଳ ସପକ୍ଷରେ ଯିବ ବୋଲି ଚର୍ଚ୍ଚା ହେଉଛି । ତେବେ ବିଜେଡି ବିଜେପି କଂଗ୍ରେସର କହିବା କଥା ଏକକ ବା ଆଗୁଆ ନିର୍ବାଚନ କରିବା ନିର୍ବାଚନ କମିଶନଙ୍କ ଦାୟୀତ୍ବ ।

   Related Posts