ଆଗୁଆ ନିର୍ବାଚନ ଚର୍ଚ୍ଚାରେ ଲାଗିଲା ରୋକ ,ଏବେ ଆଉ ଏକକ ନିର୍ବାଚନ କିମ୍ବା ଆଗୁଆ ନିର୍ବାଚନ ହେବାର ପ୍ରଶ୍ନ ଉଠୁନି

Published By : Prameya-News7 Bureau | October 07, 2018 IST

ଭୁବନେଶ୍ଵର;୭/୧୦- ଆଗୁଆ ନିର୍ବାଚନ ଚର୍ଚ୍ଚାରେ ଲାଗିଲା ରୋକ । ଗତକାଲି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ଘୋଷଣା କରିବା ପରେ ଏନେଇ ସ୍ପଷ୍ଟ ହୋଇଛି । ଏବେ ଆଉ ଏକକ ନିର୍ବାଚନ କିମ୍ବା ଆଗୁଆ ନିର୍ବାଚନ ହେବାର ପ୍ରଶ୍ନ ଉଠୁନି । କାରଣ ଏହି ୫ଟି ରାଜ୍ୟର ନିର୍ବାଚନ ପ୍ରୋସେସ୍ ଶେଷ ବେଳକୁ ୨୦୧୯ ହୋଇଯିବ । ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ସାଧରଣ ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି । ଏଥିରୁ ହିଁ ବାରି ହୋଇପଡିବ ଲୋକଙ୍କ ମୁଡ୍ କଣ ରହିଛି । ୨୦୧୯ ନିର୍ବାଚନ ସେହି ଦଳ ସପକ୍ଷରେ ଯିବ ବୋଲି ଚର୍ଚ୍ଚା ହେଉଛି । ତେବେ ବିଜେଡି ବିଜେପି କଂଗ୍ରେସର କହିବା କଥା ଏକକ ବା ଆଗୁଆ ନିର୍ବାଚନ କରିବା ନିର୍ବାଚନ କମିଶନଙ୍କ ଦାୟୀତ୍ବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.