୨୦୦ ମିଟର ଦୌଡରେ ଦୂତୀଙ୍କୁ ସ୍ୱର୍ଣ୍ଣ
13/10/2019 at 7:34 PM

ରାଞ୍ଚି- ରାଞ୍ଚିରେ ଚାଲିଥିବା ଜାତୀୟ ଓପନ୍ ଆଥଲେଟିକସ୍ ଚାମ୍ପିୟନସିପ୍ରେ ମହିଳା ୨୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୨୦୦ ମିଟର ଦୌଡକୁ ୨୩.୧୭ ସେକେଣ୍ଡରେ ଅତିକ୍ରମ କରିଥିଲେ ।
ପୂର୍ବରୁ ଦୂତୀ ଚାନ୍ଦ ଜାତୀୟ ଓପନ୍ ଆଥଲେଟିକସ୍ ଚାମ୍ପିୟନସିପ୍ରେ ୧୦୦ ମିଟର ଦୌଡରେ ଜାତୀୟ ରେକର୍ଡ କରିଥିଲେ । ଏହାକୁ ସେ ୧୧.୨୨ ସେକେଣ୍ଡରେ ଅତିକ୍ରମ କରିଥିଲେ । ପୂର୍ବରୁ ଏହା ୧୧.୨୬ ସେକେଣ୍ଡ ଥିଲା ।
Related Posts
ପୋଖରୀରେ ବୁଡ଼ି ୨ ଛାତ୍ର ମୃତ, ଗାଧୋଇବାକୁ ଯାଇ ଘଟିଲା ଅଘଟଣ
24 September 2023
ସମ୍ବଲପୁରରେ ବଡ଼ଧରଣର ଲୁଟ୍, ବାଇକ୍ରେ ଆସି ନେଇଗଲେ ୩୦୦ ଗ୍ରାମ ସୁନା
24 September 2023
ପୋଖରୀରୁ ମିଳିଲା ମହିଳାଙ୍କ ମୃତଦେହ, ପୋଲିସ କରୁଛି ଛାନ୍ଭିନ୍
24 September 2023
ସାବଧାନ ! ଉଲୁଣ୍ଡା ଅଞ୍ଚଳରେ ବୁଲୁଛି ବାଘ, ସତର୍କ ରୁହନ୍ତୁ…
24 September 2023