AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ଦୌଡ ରାଣୀ ଦୂତୀ ଚାନ୍ଦଙ୍କ କମାଲ, ୨୦୦ମିଟର ଦୌଡ ଫାଇନାଲରେ କଲେ ପ୍ରବେଶ

1/03/2020 at 11:14 AM

ଭୁବନେଶ୍ବର ୧।୩: ପୁଣି ଦୌଡ ରାଣୀ ଦୂତୀ ଚାନ୍ଦଙ୍କ କମାଲ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସର ନବମ ଦିନରେ ୨୦୦ ମିଟର ଦୌଡକୁ ୨୪.୭୨ ସେକେଣ୍ଡରେ ଅତିକ୍ରମ କରି ଦୂତୀ ଫାଇନାଲରେ ପ୍ରବେଶ କରିଛନ୍ତି । ଆଜି ଅପରାହ୍ନ ୨ଟା ୧୫ରେ ଖେଳାଯିବ ୨୦୦ ମିଟର ଫାଇନାଲ ଖେଳାଯିବ ।

ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସର ଅଷ୍ଟମ ଦିନରେ ୧୦୦ ମିଟର ଦୌଡରେ ଦୂତୀ ଚାନ୍ଦଙ୍କୁ ସ୍ବର୍ଣ୍ଣ ପଦକ ମିଳିଥିଲା । ୧୧.୪୯ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ ଦୂତୀ ।

   Related Posts