ଧାମନଗର ଉପନିର୍ବାଚନ ବେଳେ ଟଙ୍କା ବାଣ୍ଟିଥିବା ବ୍ୟକ୍ତି ପୋଲିସ୍‌ ଉପସ୍ଥିତିରେ ଫେରାର୍‌, ଘଟଣାସ୍ଥଳରେ ଉତ୍ତେଜନା

Published By : Prameya-News7 Bureau | October 30, 2022 IST

ଭଦ୍ରକ, ୩୦/୧୦: ଧାମନଗର ଉପନିର୍ବାଚନ ବେଳେ ଟଙ୍କା ବାଣ୍ଟିବା ଅଭିଯୋଗରେ ବ୍ୟକ୍ତି ଫେରାର ଘଟଣାକୁ ନେଇ  ପୋଲିସକୁ ଅଟକ ରଖିଲେ ସ୍ଥାନୀୟ ଲୋକେ । ଧାମନଗର ଉପନିର୍ବାଚନ ପାଇଁ ବିଜେଡି ତରଫରୁ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ହୋଇଥିଲା । ପୋଲିସକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । ଭାଇରାଲ ଭିଡ଼ିଓରେ ଯେଉଁ ବ୍ୟକ୍ତି ଟଙ୍କା ବାଣ୍ଟୁଥିଲେ ସେ ପୋଲିସ ଉପସ୍ଥିତରେ ପଳାଇଯିବାରୁ ଉତ୍ତେଜନା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.