ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଧାମନଗର ଉପନିର୍ବାଚନ ବେଳେ ଟଙ୍କା ବାଣ୍ଟିଥିବା ବ୍ୟକ୍ତି ପୋଲିସ୍‌ ଉପସ୍ଥିତିରେ ଫେରାର୍‌, ଘଟଣାସ୍ଥଳରେ ଉତ୍ତେଜନା

30/10/2022 at 11:11 PM

ଭଦ୍ରକ, ୩୦/୧୦: ଧାମନଗର ଉପନିର୍ବାଚନ ବେଳେ ଟଙ୍କା ବାଣ୍ଟିବା ଅଭିଯୋଗରେ ବ୍ୟକ୍ତି ଫେରାର ଘଟଣାକୁ ନେଇ  ପୋଲିସକୁ ଅଟକ ରଖିଲେ ସ୍ଥାନୀୟ ଲୋକେ । ଧାମନଗର ଉପନିର୍ବାଚନ ପାଇଁ ବିଜେଡି ତରଫରୁ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ହୋଇଥିଲା । ପୋଲିସକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । ଭାଇରାଲ ଭିଡ଼ିଓରେ ଯେଉଁ ବ୍ୟକ୍ତି ଟଙ୍କା ବାଣ୍ଟୁଥିଲେ ସେ ପୋଲିସ ଉପସ୍ଥିତରେ ପଳାଇଯିବାରୁ ଉତ୍ତେଜନା ଦେଖାଦେଇଛି ।

   Related Posts