ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଦୁର୍ଘଟଣାରେ ୫ ଗୁରୁତର, ପୂଜା ମଣ୍ଡପକୁ ଯାଉଥିବାବେଳେ ଧକ୍କା ଦେଲା ଗାଡି

7/03/2023 at 10:29 AM

ଭୋଗରାଇ ୦୭/୦୩: ଦୁର୍ଘଟଣାରେ ୫ ଗୁରୁତର । ଚିକିତ୍ସା ପାଇଁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଭୋଗରାଇ କମର୍ଦl ଥାନା କାଛୁଆଡ଼ି ମେଳଣ ପଡିଆ ନିକଟରେ ଘଟିଛି ଦୁର୍ଘଟଣା ।

ସୂଚନାଥାଉକି, କାଚୁଆଡ଼ି ଗ୍ରାମରେ ପୂଜା ମଣ୍ଡପକୁ କିଛି ଲୋକେ ଯାଉଥିବା ସମୟରେ ମୋଟର ସାଇକେଲ ଯାଉଥିବା ଲୋକଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣ ଗୁରୁତର ହୋଇଥିଲେ ।

ଖବର ପାଇ କମର୍ଡା ପୋଲିସ ଘଟଣା ସ୍ଥଳରେ ପହଂଚି ଆହତଙ୍କୁ ପୋଲିସ ଗାଡ଼ିରେ ମେଡିକାଲ ନେଇ ଚିକିତ୍ସା କରାଇଥିଲେ । ଆହତ ମାନେ ସମସ୍ତ କଚୁଆଡି ଗ୍ରାମର ହୋଇଥିଲା ବେଳେ ବାଇକ୍ ଚାଳକଙ୍କ ପରିଚୟ ମିଳିପାରିନାହିଁ ।

   Related Posts