ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଜଗନ୍ନାଥ ଦର୍ଶନ ଲାଗି ଯାଉଥିଲେ, ଅଧାରାସ୍ତାରେ ଘଟିଲା ଦୁର୍ଘଟଣା

19/12/2021 at 11:16 AM

ପାଟଣା ୧୯।୧୨: ଭାରସାମ୍ୟ ହରାଇ ସ୍କର୍ପିଓ ଗାଡ଼ି ଦୁର୍ଘଟଣା । ଏହି ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ପାଟଣା ନିକଟରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ଟାଟା ଜାମସେଦପୁରରୁ ଏକ ପରିବାର ୪ଜଣ ସଦସ୍ୟ ପୁରୀ ଜଗନ୍ନାଥ ଦର୍ଶନ ଲାଗି ଯାଉଥିଲେ । ହେଲେ ସ୍କର୍ପିଓ ଗାଡ଼ିଟି ଭାରସାମ୍ୟ ହରାଇ ୨୨୦ ନମ୍ବର ଜାତୀୟ ରାଜପଥ ରାଞ୍ଜି ବିଜୟଓ୍ୱାଡ଼ା ରାସ୍ତାର ଖୁଞ୍ଚିବେଡ଼ା ନିକଟରେ ହୋଇଥିବା ଦୁର୍ଘଟଣା । ଯାହାଫଳରେ ଗାଡ଼ିରେ ଥିବା ସ୍ୱାମୀ-ସ୍ତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

   Related Posts