ବାଲେଶ୍ବର : କମ୍ଭାରପାଳ ନିକଟରେ ମା-ପୁଅଙ୍କ ଉପରେ ଚଢିଗଲା ଟ୍ରକ, ଚାଲିଗଲା ଜୀବନ

Published By : Prameya-News7 Bureau | August 24, 2021 IST

ନୀଳଗିରି ୨୪/୦୮ : ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍ କମ୍ଭାରପାଳ ନିକଔଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଯାଉଥିବା ବେଳେ ମା-ପୁଅଙ୍କ ଉପରେ ଚଢିଗଲା ଟ୍ରକ । ଘଟଣା ସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.