previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧର୍ମଗଡ : ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲା, ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି
  • ||
  • ମୋହନା : ଲଗାଣ ବର୍ଷାରେ ବୃଦ୍ଧି ପାଇଲା ହରଭଙ୍ଗୀ ନଦୀର ଜଳସ୍ତର, ୪ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ସାନଖେମୁଣ୍ଡି : କୂଅରେ ପଡିଲା ଜଙ୍ଗଲୀ ବାରହା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପୁରୀ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ : ଭାସିଯାଇ ଯୁବତୀଙ୍କ ମୃତ୍ୟୁ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ଶିଶୁ ସମେତ ୩ ଆହତ
  • ||
  • ସମ୍ବଲପୁର : ବ୍ରେକ୍ ଫେଲ୍ ହେଲା ଚଳନ୍ତା ବସ୍‌, ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା
  • ||
  • କାମାକ୍ଷାନଗର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • ବିହାରରେ ବଦଳିବ ରାଜନୈତିକ ସମୀକରଣ : କଂଗ୍ରେସ-ଆରଜେଡି ସମର୍ଥନରେ ସରକାର ଗଢିବେ ନୀତିଶ !
  • ||
  • ଜୟପୁର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • କଣ୍ଟାବାଞ୍ଜି : ଗାଁ ନିକଟ ମହୁଲ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ନା’ ହତ୍ୟା ଅସ୍ପଷ୍ଟ
  • ||

ବୋଲେରା ଓ ପିକଅପ୍ ଭ୍ୟାନ ଧକ୍କା, ୩ ଗୋରୁ ମୃତ: ପ୍ରତିବାଦରେ ରାସ୍ତାରୋକ ସହ ଚାଳକଙ୍କୁ ମାଡ

4/07/2022 at 8:16 AM

ଚାନ୍ଦବାଲି ୦୪/୦୭: ଭଦ୍ରକ ମୁଖ୍ୟ ରାସ୍ତା ଶଗଡିଆ ନିକଟରେ ଦୁର୍ଘଟଣା । ପକ୍ ଅପ୍ ଭ୍ୟାନ ଧକ୍କାରେ ୨ଟି ଷଣ୍ଢ ମୃତ୍ୟୁ ହୋଇଥିବାବେଳେ ବୋଲେରା ଗାଡି ଧକ୍କାରେ ମଧ୍ୟ ଗୋଟିଏ ଗାଈରୁ ମୃତ ହୋଇଛି । ଏହାର ପ୍ରତିବାଦରେ ସ୍ଥାନୀୟବାସୀଙ୍କ ପକ୍ଷରୁ ରାସ୍ତାରୋକ ସହ ଚାଳକକୁ ମାଡ ମାରିଥିଲେ ।

ସ୍ଥାନୀୟବାସିନ୍ଦା ମୁଖ୍ୟ ରାସ୍ତାରେ ଭାରିଜାନ ବନ୍ଦ କରି ରାସ୍ତାରୋକ କରିବାରୁ ପୋଲିସ ନାକେଦମ ହୋଇଥିଲା । ସ୍ଥାନୀୟ ବୁଦ୍ଧିଜୀବୀ ଓ ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ଦୀର୍ଘ ୩ ଘଣ୍ଟା ପରେ ସ୍ଥିତି ସୁଧାର ହୋଇଥିଲା । ଏଥିରେ ଉତ୍ୟକ୍ତ ଲୋକଙ୍କ ମାଡ଼ରେ ମଧ୍ୟ ୩ଜଣ ଚାଳକ ଆହତ ହୋଇ ଚାନ୍ଦବାଲି ମେଡିକାଲରେ ଚିକିତ୍ସିତ ହେଉଛନ୍ତି l

   Related Posts