ବୋଲେରା ଓ ପିକଅପ୍ ଭ୍ୟାନ ଧକ୍କା, ୩ ଗୋରୁ ମୃତ: ପ୍ରତିବାଦରେ ରାସ୍ତାରୋକ ସହ ଚାଳକଙ୍କୁ ମାଡ
4/07/2022 at 8:16 AM

ଚାନ୍ଦବାଲି ୦୪/୦୭: ଭଦ୍ରକ ମୁଖ୍ୟ ରାସ୍ତା ଶଗଡିଆ ନିକଟରେ ଦୁର୍ଘଟଣା । ପକ୍ ଅପ୍ ଭ୍ୟାନ ଧକ୍କାରେ ୨ଟି ଷଣ୍ଢ ମୃତ୍ୟୁ ହୋଇଥିବାବେଳେ ବୋଲେରା ଗାଡି ଧକ୍କାରେ ମଧ୍ୟ ଗୋଟିଏ ଗାଈରୁ ମୃତ ହୋଇଛି । ଏହାର ପ୍ରତିବାଦରେ ସ୍ଥାନୀୟବାସୀଙ୍କ ପକ୍ଷରୁ ରାସ୍ତାରୋକ ସହ ଚାଳକକୁ ମାଡ ମାରିଥିଲେ ।
ସ୍ଥାନୀୟବାସିନ୍ଦା ମୁଖ୍ୟ ରାସ୍ତାରେ ଭାରିଜାନ ବନ୍ଦ କରି ରାସ୍ତାରୋକ କରିବାରୁ ପୋଲିସ ନାକେଦମ ହୋଇଥିଲା । ସ୍ଥାନୀୟ ବୁଦ୍ଧିଜୀବୀ ଓ ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ଦୀର୍ଘ ୩ ଘଣ୍ଟା ପରେ ସ୍ଥିତି ସୁଧାର ହୋଇଥିଲା । ଏଥିରେ ଉତ୍ୟକ୍ତ ଲୋକଙ୍କ ମାଡ଼ରେ ମଧ୍ୟ ୩ଜଣ ଚାଳକ ଆହତ ହୋଇ ଚାନ୍ଦବାଲି ମେଡିକାଲରେ ଚିକିତ୍ସିତ ହେଉଛନ୍ତି l
Related Posts
କଳିଙ୍ଗା ଡିଏଭି ସ୍କୁଲ ନିକଟରେ ଓଲଟିଲା ସ୍ୱିଫ୍ଟ୍ କାର, ୩ ଆହତ
9 August 2022
ମଦ ବେପାରକୁ ବିରୋଧ କରିବାରୁ ଅପହରଣ ଅଭିଯୋଗ, ଥାନା ଘେରିଲେ ଲୋକେ
9 August 2022