ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

କ୍ରାଇମବ୍ରାଞ୍ଚ STFକୁ ବିପୁଳ ସଫଳତା, ୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ ଜବତ

13/07/2022 at 9:41 AM

ସମ୍ବଲପୁର ୧୩/୦୭: କ୍ରାଇମବ୍ରାଞ୍ଚ STF କୁ ପୁଣି ସଫଳତା । ସମ୍ବଲପୁରରୁ ପୁଣି ଜବତ ହେଲା ଜାଲ ନୋଟ । ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଜାଲ୍ ନୋଟ ଜବତ କରିଛି କ୍ରାଇମବ୍ରାଞ୍ଚ STF । ଜାଲ୍ ନୋଟ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଛି । ଯୁଯୁମୁରା ବ୍ଲକ ଛାମୁଣ୍ଡା ପଂଚାୟତ ଅଢାପଡାରେ ଛପା ହେଉଥିଲା ଏହି ନକଲି ନୋଟ ।

ଖବର ପାଇ ଏସଟିଏଫର ଏକ ଟିମ୍ ଚଢାଉ କରିଥିଲା । ଜାଲ୍ ନୋଟ ସାଙ୍ଗକୁ ପ୍ରିଣ୍ଟର ଜବତ କରିଛି ଏସପଟିଏଫ୍ । ଏକ ଜନସେବା କେନ୍ଦ୍ରରେ ଏହି ଜାଲ୍ ନୋଟ୍ ସବୁ ଛପା ଯାଉଥିଲା । ତେବେ ଏହି ଘଟଣାରେ ଦେବଗଡ ଲିଙ୍କ ଥିବାରୁ ଦେବଗଡ ଯାଇ ଛାନଭିନ୍ ଆରମ୍ଭ କରିଛି ଏସଟିଏଫ୍ ।

   Related Posts