ଅବକାରୀ ବିଭାଗ ଚଢାଉ, ବିପୁଳ ପରିମାଣରେ ନକଲି ମଦ ଜବତ
9/09/2022 at 10:47 AM

ବ୍ରହ୍ମପୁର ୦୯/୦୯: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗରରେ ନକଲି ବିଦେଶୀ ମଦ ଜବତ । ବେଆଇନ୍ ମଦ ପ୍ରସ୍ତୁତ ୟୁନିଟ୍ ଉପରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣରେ ନକଲି ମଦ ଜବତ କରିଛି ।
ଗତ କିଛି ଦିନ ହେଲା ଏଠାରେ ଏଭଳି ମଦ ପ୍ରସ୍ତୁତ କରି ବ୍ୟବସାୟୀ ଚଲାଉ ଥିବା ବେଳେ ଅବକାରୀ ବିଭାଗ ଚଢାଉ କରିଛି । ଘଟଣାର ଅଧିକ ଖୋଳତାଡ କରୁଛି ଅବକାରୀ ବିଭାଗ । ସୂଚନା ଥାଉକି ଗତି କିଛିଦିନ ହେବ ବ୍ରହ୍ମପୁରରେ ବେଧଡକ ଚାଲିଛି ନକଲି କାରବାର । ବିଭିନ୍ନ ସ୍ଥାନରେ ଚଢାଉ କରି ନକଲି ସାମଗ୍ରୀ ଜବତ ହୋଇଛି ।
Related Posts
ହଷ୍ଟେଲ୍ରୁ ଉଦ୍ଧାର ହେଲା +୨ ବିଜ୍ଞାନ ଛାତ୍ରୀଙ୍କ ମୃତଦେହ
2 February 2023