Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଇଓଡବ୍ଲୁ ପଞ୍ଝାରେ ନକଲି ନିଯୁକ୍ତି କମ୍ପାନୀ ନିର୍ଦ୍ଦେଶକ, ପୂର୍ବରୁ ଗିରଫ ହୋଇଥିଲେ ୨ ଜଣ

17/03/2023 at 1:50 PM

ଭୁବନେଶ୍ବର ୧୭।୩: ଇଓଡବ୍ଲୁ ପଞ୍ଝାରେ ନକଲି ନିଯୁକ୍ତି କମ୍ପାନୀର ଆଉ ଜଣେ ନିର୍ଦ୍ଦେଶକ । ଅମିତ ସିଂହ ନାମକ ଯୁବକକୁ ବିହାରରୁ ଇଓଡବ୍ଲୁ ଗିରଫ କରିଛି । ଅମିତ ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନର ନିର୍ଦ୍ଦେଶକ ଥିଲେ ।

ନିଯୁକ୍ତି ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଥିଲା । ୧୭ଟି ରାଜ୍ୟରେ ବେକାର ଯୁବକ ଯୁବତୀ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ । ପୂର୍ବରୁ ଏହି ସଂସ୍ଥାର ଅନ୍ୟ ୨ ଜଣଙ୍କୁ ଇଓଡବ୍ଲୁ ଗିରଫ କରିଥିଲା ।

   Related Posts