ଜଗତପୁରରେ ନକଲି ସିମେଣ୍ଟ ଓ ପୁଟି କାରଖାନା ଠାବ

Published By : Prameya-News7 Bureau | September 27, 2018 IST

ଜଗତପୁର୨୭/୯: ଜଗତପୁରରେ ପୁଣି ଠାବ ହେଲା ନକଲି ସିମେଣ୍ଟ ଓ ପୁଟି କାରଖାନା । ନକଲି ସିମେଣ୍ଟ ଓ ପୁଟିକୁ ବିର୍ଲା ହ୍ବାଇଟ୍ ବ୍ରାଣ୍ଡରେ ପ୍ୟାକେଜିଂ କରାଯାଉଥିଲା । ବିର୍ଲା ହ୍ବାଇଟ୍ କର୍ତ୍ତୃପକ୍ଷ ଓ ଜଗତପୁର ପୋଲିସ ନକଲି କାରଖାନା ଉପରେ ଚଢ଼ାଉ କରିଛନ୍ତି । ଜଣେ କର୍ମଚାରୀଙ୍କୁ ଅଟକ ରଖି ପୋଲିସ୍ ପଚରାଉଚରା କରୁଛି । ପୂର୍ବରୁ ଜଗତପୁରରେ ତେଲ, ଘିଅ, ସିମେଣ୍ଟ ଏମିତି ଅନେକ ନକଲି କାରଖାନା ଠାବ ହୋଇସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.