କଟକରେ ନକଲି ସିମେଣ୍ଟ କାରାଖାନା ଠାବ, ୧ ଗିରଫ
6/05/2018 at 7:17 AM

୭,୫୦୦ ବସ୍ତା ନକଲି ସିମେଣ୍ଟ ଜବତ କରିଛି ପୋଲିସ | ଏହାସହ ୨୩୮୦ ଖାଲି ବସ୍ତା ମଧ୍ୟ ଜବତ କଲା ପୋଲିସ | ଗିରଫ ବ୍ୟକ୍ତି ଭୁବନେଶ୍ବରର ଲଳିତ କୁମାର ଜୈନ | ଇଣ୍ଡିଆ ସିମେଣ୍ଟ ନାମରେ ବନାଉଥିଲେ ନକଲି ସିମେଣ୍ଟ | ଜଗତପୁର ଶିଳ୍ପାଞ୍ଚଳରୁ ଜବତ କଲା ଜଗତପୁର ଥାନା ପୋଲିସ | ନକଲି ସିମେଣ୍ଟ କାରଖାନା ଖବର ପାଇ ଚଢାଉ କରିଥିଲା ପୋଲିସ |
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023