oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ବରଗଡ଼ରେ କାଳବୈଶାଖୀ ତାଣ୍ଡବ : କୁଆପଥର ମାଡରେ ହଜାର ହଜାର ଏକର ଚାଷ କ୍ଷତିଗ୍ରସ୍ତ,ଚିନ୍ତାରେ ଚାଷୀ

21/04/2019 at 9:19 AM

ବରଗଡ଼  ୨୧/୪: ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ  କାଳବୈଶାଖୀ ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ସଂପୂର୍ଣ୍ଣ ଉଜୁଡି ଯାଇଛି ଫସଲ । ପନିପରିବା ଓ ଧାନ ଫସଲ ନଷ୍ଟ ହୋଇଛି । ଗତକାଳି ପ୍ରାୟ ଅଧଘଣ୍ଟାଏ ଧରି  ପ୍ରବଳ କୁଆପଥର ବର୍ଷା ହୋଇଥିଲା। ଏଥିରେ ହଜାର ହଜାର ଏକର ଚାଷ ଜମି ସଂପୂର୍ଣ୍ଣ ନଷ୍ଟ ହୋଇଛି ।

ବାଇଗଣ, କୋବି, ଲଙ୍କା, ଭେଣ୍ଡି ଫସଲ ନଷ୍ଟ ହୋଇଛି । ଆର୍ ଆଇ ଯାଇ ଘଟଣାସ୍ଥଳରେ କ୍ଷୟକ୍ଷତିରେ ଅନୁଧ୍ୟାନ କରିଛନ୍ତି। ଏହି ପ୍ରାକୃତିକ ଦୁର୍ବିପାକରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଏବେ ସେମାନେ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି।

   Related Posts