ଶୁଖୁଆକୁ ସାବଧାନ ! ଲୁଣି ଶୁଖୁଆ ଖାଇଲେ କ୍ୟାନସର ହେବା ଆଶଙ୍କା
13/02/2020 at 10:29 AM

ଭୁବନେଶ୍ୱର ୧୩।୦୨ – ଲୁଣି ଶୁଖୁଆ ଖାଇଲେ କ୍ୟାନସର ହେବା ଆଶଙ୍କା ଅଛି ।ରାଜ୍ୟର କ୍ୟାନସର ବିଶେଷଜ୍ଞଙ୍କ ସ୍କାନରରେ ଶୁଖୁଆ । AIIMS ଏବଂ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଡାକ୍ତରଙ୍କ ଆଶଙ୍କା
ଶୁଖୁଆରେ ରହିଛି କର୍କଟ ସୃଷ୍ଟିକାରୀ ଉପାଦାନ !

ପାକସ୍ଥଳୀ ଏବଂ କ୍ଷୁଦ୍ରାନ୍ତ୍ର କ୍ୟାନସର ବଢିବା ପଛରେ ଶୁଖୁଆ ରହିଛି । ପୁରୀ, ଗଞ୍ଜାମରେ ପାକସ୍ଥଳୀ କ୍ୟାନସର ବଢିବା ପଛରେ ଶୁଖୁଆ!
କାହିଁକି ସନ୍ଦେହ ଘେରରେ ଶୁଖୁଆ

ଶୁଖୁଆ ପ୍ରସ୍ତୁତ ପ୍ରକ୍ରିୟା ହିଁ ଭୟର ବଡ କାରଣ
ଶୁଖୁଆରେ ଦିଆଯାଉଛି ମାରାତ୍ମକ କେମିକାଲ୍

ସାଇପରମେଥରିନ୍, ମେଟାସିନ୍, ଏଣ୍ଡୋସଲଫର ଦିଆଯାଉଛି
ପୋକ ନଲାଗିବା ପାଇଁ ଦିଆଯାଉଛି ଆକ୍ସନ-50 କୀଟନାଶକ
ଶୁଖୁଆ ସଢିନଯିବା ଲାଗି କେମିକାଲ ଦିଆଯାଉଛି
Related Posts
ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
7 February 2023
ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
7 February 2023