AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଶୁଖୁଆକୁ ସାବଧାନ ! ଲୁଣି ଶୁଖୁଆ ଖାଇଲେ କ୍ୟାନସର ହେବା ଆଶଙ୍କା

13/02/2020 at 10:29 AM

ଭୁବନେଶ୍ୱର ୧୩।୦୨ – ଲୁଣି ଶୁଖୁଆ ଖାଇଲେ କ୍ୟାନସର ହେବା ଆଶଙ୍କା ଅଛି  ।ରାଜ୍ୟର କ୍ୟାନସର ବିଶେଷଜ୍ଞଙ୍କ ସ୍କାନରରେ ଶୁଖୁଆ ।  AIIMS ଏବଂ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଡାକ୍ତରଙ୍କ ଆଶଙ୍କା

ଶୁଖୁଆରେ ରହିଛି କର୍କଟ ସୃଷ୍ଟିକାରୀ ଉପାଦାନ !

ପାକସ୍ଥଳୀ ଏବଂ କ୍ଷୁଦ୍ରାନ୍ତ୍ର କ୍ୟାନସର ବଢିବା ପଛରେ ଶୁଖୁଆ  ରହିଛି । ପୁରୀ, ଗଞ୍ଜାମରେ ପାକସ୍ଥଳୀ କ୍ୟାନସର ବଢିବା ପଛରେ ଶୁଖୁଆ!

କାହିଁକି ସନ୍ଦେହ ଘେରରେ ଶୁଖୁଆ

ଶୁଖୁଆ ପ୍ରସ୍ତୁତ ପ୍ରକ୍ରିୟା ହିଁ ଭୟର ବଡ କାରଣ

ଶୁଖୁଆରେ ଦିଆଯାଉଛି ମାରାତ୍ମକ କେମିକାଲ୍

ସାଇପରମେଥରିନ୍, ମେଟାସିନ୍, ଏଣ୍ଡୋସଲଫର ଦିଆଯାଉଛି

ପୋକ ନଲାଗିବା ପାଇଁ ଦିଆଯାଉଛି ଆକ୍ସନ-50 କୀଟନାଶକ

ଶୁଖୁଆ ସଢିନଯିବା ଲାଗି କେମିକାଲ ଦିଆଯାଉଛି

   Related Posts