ବାପା ଓ ମାଙ୍କୁ ହାତୁଡିରେ ପିଟି ପିଟି ହତ୍ୟା କଲା ପୁଅ
15/06/2018 at 5:26 AM

ଅନୁଗୁଳ କିଶୋରନଗର ଥାନା ବଡ଼ପଡର ଗାଁରେ ଅଭାବନୀୟ ଘଟଣା | ବାପା ଓ ମାଙ୍କୁ ହାତୁଡି ପିଟି ପିଟି ହତ୍ୟା କଲା ପୁଅ | ମୃତକ କରୁଣାକର ବଘାର ଓ ଚମ୍ପା ବଘାର | ସ୍ତ୍ରୀ ସହ ଝଗଡା ବେଳେ ବାପା ମା ବାରଣ କରିବାରୁ ପୁଅ ଏମିତି ନାରକୀୟ କାଣ୍ଡ ଘଟାଇଛି | ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥାଇ ଛାନଭିନ କରୁଛି | ପୋଲିସ ଅଭିଯୁକ୍ତକୁ ଅଟକ ରଖିଛି |