ଝିଅ ପାଇଁ ପ୍ରତିଶୋଧ ନେଲା ମଦ୍ୟପ ବାପା, ସ୍କୁଲରେ ପଶି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ

Published By : Prameya-News7 Bureau | October 19, 2022 IST

ଯାଜପୁର, ୧୯/୧୦: ଝିଅ ପାଇଁ ପ୍ରତିଶୋଧ ନେଲା ମଦ୍ୟପ ବାପା । ସ୍କୁଲରେ ପଶି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ । ବିଂଝାରପୁର ଥାନା ସମଲପୁର ଗ୍ରାମର କଲ୍ୟାଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଘଟିଛି । କଲ୍ୟାଣପୁର ଗାଁର ଅଭିମନ୍ୟୁ ଜେନା ସ୍କୁଲରେ ପଶି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିିଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖିବାକୁ ମିଳିଛି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିମନ୍ୟୁକୁ ଅଟକ ରଖି ପଚାଉଚରା କରିବା ସହ ତଦନ୍ତ ଚଳାଇଛି ବିଞ୍ଝାରପୁର ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.