scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଝିଅ ପାଇଁ ପ୍ରତିଶୋଧ ନେଲା ମଦ୍ୟପ ବାପା, ସ୍କୁଲରେ ପଶି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ

19/10/2022 at 5:57 PM

ଯାଜପୁର, ୧୯/୧୦: ଝିଅ ପାଇଁ ପ୍ରତିଶୋଧ ନେଲା ମଦ୍ୟପ ବାପା । ସ୍କୁଲରେ ପଶି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ । ବିଂଝାରପୁର ଥାନା ସମଲପୁର ଗ୍ରାମର କଲ୍ୟାଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଘଟିଛି । କଲ୍ୟାଣପୁର ଗାଁର ଅଭିମନ୍ୟୁ ଜେନା ସ୍କୁଲରେ ପଶି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିିଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖିବାକୁ ମିଳିଛି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିମନ୍ୟୁକୁ ଅଟକ ରଖି ପଚାଉଚରା କରିବା ସହ ତଦନ୍ତ ଚଳାଇଛି ବିଞ୍ଝାରପୁର ପୋଲିସ ।

   Related Posts