Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ପାଣିରେ ବୁଡ଼ି ନାବାଳକ ମୃତ, ଗାଧୋଇବାକୁ ଯାଇ ଖସିଗଲା ଗୋଡ

8/03/2023 at 12:57 PM

କଣ୍ଟାବାଞ୍ଜୀ ୦୮/୦୩: ହୋଲିରେ ଆସିଲା ଦୁଃଖଦ ଖବର । ପାଣିରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ହେଉଛି କରନ ମହାନନ୍ଦ ଓ ତାର ବୟସ ୧୨ ବର୍ଷ ବୋଲି ଜଣାପଡିଛି । ବେଲପଡ଼ା ଥାନା ପଣ୍ଡରିଯୋର ପଞ୍ଚାୟତ ମୁଣ୍ଡାପରା ଗାଁର ସଦାନନ୍ଦ ମହାନନ୍ଦଙ୍କ ପୁଅ କରନ ଗାଁ ପାଖ ଏକ ପୋଖରୀକୁ ଗାଧେଇବାକୁ ଯାଇଥିଲେ ।

ଅସାବଧାନତା ଯୋଗୁ କରନଙ୍କ ପାଣିରେ ବୁଡ଼ି ଯାଇଥିଲା । ପରିବାର ଲୋକେ ଖୋଜାଖୋଜି କରିବା ପରେ ପୋଖରୀ ଭିତରେ ଭାସୁଥିବା ଦେଖିବାକୁ ପାଇଥିଲେ । ବେଲପଡା ପୋଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଛି । କରନର ମୃତ୍ୟୁ ପରେ ସାରା ମୁଣ୍ଡାପରା ଗାଁରେ ଶୋକର ଛାୟା ଖେଳିଯାଇଛି ।

   Related Posts