oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ହୋଲିରେ ମାଆକୁ ହତ୍ୟା କଲା ମଦ୍ୟପ ପୁଅ

19/03/2022 at 9:40 PM

ନବରଙ୍ଗପୁର ୧୯।୦୩: ନବରଙ୍ଗପୁରରେ ପୁଅ ହାତରେ ଗଲା ମାଆର ଜୀବନ । ମାଆକୁ ହତ୍ୟା କଲା ମଦ୍ୟପ ପୁଅ । ନବରଙ୍ଗପୁର ଦାରୁବନ୍ଧ ସାହି ବନ୍ଧହୁଡ଼ାରେ ଘଟିଛି ଏହି ଘଟଣା । ଘଟଣା ସ୍ଥଳରେ ପୋଲିସ ପହଂଚି ଅଭିଯୁକ୍ତ ପୁଅ ନବୀନ ଅମନାତ୍ୟକୁ ଗିରଫ କରି ତଦନ୍ତ ଜାରି ରଖିଛି । ସାଇଣ୍ଟିଫିକ ଟିମ ଆସି ତଦନ୍ତ ପରେ ଶବ ଘଟଣା ସ୍ଥଳରୁ ଉଠିବା ସହ ଶବ ବ୍ୟବଛେଦ କରାଯିବ ବୋଲି ସୂଚନା ଦେଇଛି ପୋଲିସ ।

ସୂଚନା ମୁତାବକ, ଅଭିଯୁକ୍ତ ନବୀନ ଅମନାତ୍ୟ ପ୍ରତ୍ୟେକ ଦିନ ମଦ୍ୟପାନ କରି ପ୍ରାୟ ସବୁ ଦିନ  ୭୦ ବର୍ଷରୁ ଉର୍ଦ୍ଧ୍ଵ ବୃଦ୍ଧ ମାଆ ଜେମା ଅମନାତ୍ୟଙ୍କ ସହ ଝଗଡା କରୁଥିଲା ।  ଶନିବାର ହୋଲି ଖେଳରେ  ଅତ୍ୟଧିକ ମଦ୍ୟପାନ କରି ପ୍ରତ୍ୟେକ ଭଳି ଆଜି ମଧ୍ୟ ଗଣ୍ଡଗୋଳ ଲାଗିଥିଲା। ଏହି ସମୟରେ ଉତ୍ତକ୍ଷୀପ୍ତ ହୋଇ  ମାଆକୁ ପିଟି ପିଟି ହତ୍ୟା କରିଦେଇଥିଲା । ସାହି ପଡିଶା ମାଆ ଜେମା ଅମନାତ୍ୟାକୁ ଭେଟିବାକୁ ଘରକୁ ଆସିଥିବା ବେଳେ ମାଆକୁ ହତ୍ୟା କରି ପୁଅକୁ ଶବ ପାଖରେ ବସିଥିବା ଦେଖିବାକୁ  ପାଇଥିଲେ ।  ଘଟଣା ବାବଦରେ ନବରଙ୍ଗପୁର ପୋଲିସକୁ ଅବଗତ କରାଇଥିଲେ ।

   Related Posts