ବ୍ଲକ୍ କ୍ୟାମ୍ପ୍ରେ ମିଳିବ ଡ୍ରାଇଭିଂ ଲାଇସେନ୍ସ, ଡିସେମ୍ବର ୧ ଯାଏଁ ପଲ୍ୟୁସନ୍ ସାର୍ଟିଫିକେଟ୍ କୋହଳ
24/09/2019 at 2:30 PM

ଭୁବନେଶ୍ବର ୨୪।୯: ବ୍ଲକ୍ କ୍ୟାମ୍ପ୍ରେ ମିଳିବ ଡ୍ରାଇଭିଂ ଲାଇସେନ୍ସ । ଡିସେମ୍ବର ୧ ତାରିଖ ଯାଏଁ କୋହଳ ରହିବ ପଲ୍ୟୁସନ ସାର୍ଟିଫିକେଟ୍ । ଆସନ୍ତା ୧ ତାରିଖରୁ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ଦେବନି ମାନୁଆଲ ଟେଷ୍ଟ । ଏଣିକି ଅନ୍ଲାଇନ୍ରେ ପଲ୍ୟୁସନ ସାର୍ଟିଫିକେଟ୍ ଆବେଦନ କରାଯିବ । ବ୍ଲକ୍ ଓ ସବ୍ଡିଭିଜନ ସ୍ତରରେ ହେବ ସ୍ବତନ୍ତ୍ର କ୍ୟାମ୍ପ୍ । ପ୍ରଥମେ ଲର୍ଣ୍ଣିଂ ଲାଇସେନ୍ସ ଦେବା ପାଇଁ ବ୍ୟବସ୍ଥା ହେବ । ‘ବାହାନ ଆପ୍’ରେ ରହିବ ପଲ୍ୟୁସନ ସାର୍ଟିଫିକେଟ୍ର ତଥ୍ୟ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।
Related Posts
ସରିଲା ଜେଇଇ ଆଡଭାନ୍ସଡ୍ ଆବେଦନ, ୨୮ରେ ପରୀକ୍ଷା
13 August 2022