oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ବ୍ଲକ୍ କ୍ୟାମ୍ପ୍‌ରେ ମିଳିବ ଡ୍ରାଇଭିଂ ଲାଇସେନ୍ସ, ଡିସେମ୍ବର ୧ ଯାଏଁ ପଲ୍ୟୁସନ୍ ସାର୍ଟିଫିକେଟ୍‌ କୋହଳ

24/09/2019 at 2:30 PM

ଭୁବନେଶ୍ବର ୨୪।୯: ବ୍ଲକ୍‌ କ୍ୟାମ୍ପ୍‌ରେ ମିଳିବ ଡ୍ରାଇଭିଂ ଲାଇସେନ୍ସ । ଡିସେମ୍ବର ୧ ତାରିଖ ଯାଏଁ କୋହଳ ରହିବ ପଲ୍ୟୁସନ ସାର୍ଟିଫିକେଟ୍‌ । ଆସନ୍ତା ୧ ତାରିଖରୁ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ଦେବନି ମାନୁଆଲ ଟେଷ୍ଟ । ଏଣିକି ଅନ୍‌ଲାଇନ୍‌ରେ ପଲ୍ୟୁସନ ସାର୍ଟିଫିକେଟ୍‌ ଆବେଦନ କରାଯିବ । ବ୍ଲକ୍ ଓ ସବ୍‌ଡିଭିଜନ ସ୍ତରରେ ହେବ ସ୍ବତନ୍ତ୍ର କ୍ୟାମ୍ପ୍ । ପ୍ରଥମେ ଲର୍ଣ୍ଣିଂ ଲାଇସେନ୍ସ ଦେବା ପାଇଁ ବ୍ୟବସ୍ଥା ହେବ । ‘ବାହାନ ଆପ୍‌’ରେ ରହିବ ପଲ୍ୟୁସନ ସାର୍ଟିଫିକେଟ୍‌ର ତଥ୍ୟ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

   Related Posts