ପରିବହନ ନିୟମ ଉଲଂଘନ ପଡିଲା ମହଙ୍ଗା, ୨ ଲକ୍ଷ ୬୩ ହଜାର ଟଙ୍କା ଫାଇନ୍ ଗଣିଲେ ଡ୍ରାଇଭର

Published By : Prameya-News7 Bureau | June 04, 2022 IST

ଭୁବନେଶ୍ବର ୪।୬: ପରିବହନ ନିୟମ ନ ମାନିବା ପଡିଲା ମହଙ୍ଗା । ନିୟମ ଉଲ୍ଲଂଘନ କରି ତଣ୍ଡ ଗଣିଲେ ଗାଡି ଡ୍ରାଇଭର । ୨ ଲକ୍ଷ ୬୩ ହଜାର ୫ଶହ ଟଙ୍କା ଜରିମାନା ଲଗାଇଲା ପରିବହନ ବିଭାଗ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ଭୁବନେଶ୍ବର ଉପକଣ୍ଠ ଚନ୍ଦକା ରୋଡରେ ଯାଞ୍ଚ ଚାଲିଥିଲା । ପରିବହନ ବିଭାଗ ଅଧିକାରୀମାନେ ଯାଞ୍ଚ କରୁଥିଲେ । ସେହି ସମୟରେ ଅଧିକାରୀଙ୍କ ହାତରେ ଏହି ଗାଡି ଧରାପଡିଥିଲା । ପରିବହନ ନିୟମ ଉଲଂଘନ କରିବା ଅଭିଯୋଗରେ ୨ ଲକ୍ଷ ୬୩ ହଜାର ୫ଶହ ଟଙ୍କା ଜରିମାନା ଲଗାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.