କନଷ୍ଟେବଳଙ୍କ ମାଡ ରେ ଡ୍ରାଇଭର ଗୁରୁତର ହେଲପର ଆହତ
10/06/2018 at 7:09 AM

କନଷ୍ଟେବଳଙ୍କ ମାଡ ରେ ଡ୍ରାଇଭର ଗୁରୁତର ହେଲପର ଆହତ
ବଡ଼ବିଲ ଭଦ୍ରା ସାହି ନିକଟ ଝାଡ଼ଗାଁ ଛକରେ ନୋ ଏଣ୍ଟ୍ରିରେ ଗାଡି ପାସ କରିବା ନେଇ ହାଇୱା ଡ୍ରାଇଭର ଓ ହେଲପରଙ୍କୁ ନିସ୍ତୁକ ପିଟିଥିଲେ କନଷ୍ଟେବଳ | ଗୁରୁତର ଡ୍ରାଇଭରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେଇଛି |