LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କଳପାଣି ବଦଳରେ ଲୋକେ ପିଉଛନ୍ତି ନାଳପାଣି

24/04/2018 at 5:07 AM

ବାଲେଶ୍ବର ମ୍ୟୁନିସି ପାଲିଟି ମଧ୍ୟରେ ରହିଛି 8ଟି ଗଭିର ନଳକୂପ। ଯେଉଥତ୍ରୁ ସହରର ସମସ୍ତ ଅଂଚଳକୁ ପାନିୟଜଳ ଯୋଗା ଯାଇଥାଏ। କିଛିଦିନ ହେବ ସହରର ଫକୀରମୋହନ ନଗରରେ ପିଇବା ପାଣି କଳରୁ କଳା କଳା ଗୁଣ୍ଡ ପାଣିରେ ଭାସୁଥିବାର ଦେଖିବାକୁ ମିଳିଲା। 5ଦିନ ହେବ ପାଣି ପୁରା ଗୋଳିଆ ବାହାରୁଛି। ସେହି ପାଣି ପୁଣି ନାଳ ପାଣି ପରି ବାସୁଛି। ଲୋକମାନେ ଏହାକୁ ବୋତଲରେ ରଖତ୍ବା ପରେ ବା ବାଲଟଇରେ ରଖତ୍ବାର କିଛି ସମୟ ପରେ ତଳକୁ କାଦ ଭଳି ବସିଯାଉଛି। ତେଣୁ ସେ ଅଂଚଳ ବାସୀ ଏପ୍ରକାର ପିଇିବା ପାଣି ଦେଖତ୍ ଭୟଭିତ ହୋଇ ଯାଇଛନ୍ତି । ଏ ପ୍ରକାର ପାଣି ପିଇଲେ ସେମାନେ ଦଣ୍ଡିସରେ ଆକ୍ରାନ୍ତ ହବେ ବୋଲି କହିଛନ୍ତି । ଏପ୍ରକାର ପାରଇର ଫୋଟ ଓ ଭିଡ଼ିଓ ଭାଇରାଲ ହେବା ପରେ ଜନସ୍ବାସ୍ଥ୍ର ବିଭାଗର ବରିଷ୍ଠ ଅଧତ୍କାରୀ ମାନେ ଆସି ପାଣିର ନମୁନା ନେଇ ପରୀକ୍ଷ କରିଛନ୍ତି । ଏହା ଦୂଷିତ ପାଣି ବୋଲି ସେମାନେ ହୃଦବୋଧ କରିଛନ୍ତି । ପୂର୍ତ ବିଭାଗ ନାଳ ତିଆରି କରିବାକୁ ଯାଇ ପିଇବା ପାଣି ପାଇପ କାଟିଦେଇଥତ୍ବରୁ ନଳାପାଣି ପିଇବା ପାଣିରେ ମିଶି ଯାଇଥତ୍ବାର ଜନସ୍ବାସ୍ଥ୍ୟ ବିଭାଗ ଅଧତ୍କାରୀ କହିଛନ୍ତି ।

Leave a Reply

   Related Posts