Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

DRDO ଗୁପ୍ତ ତଥ୍ୟ ଲିକ୍ ମାମଲା : ବିଦେଶୀ ଯୁବକଙ୍କ ଫୋନ୍ ହ୍ୟାକ୍‌ କରି ଅଭିଯୁକ୍ତଙ୍କ ସହ କଥା ହେଉଥଲେ ମହିଳା !

27/09/2021 at 6:13 PM

କଟକ ୨୭।୯: DRDO ତଥ୍ୟ ଲିକ୍ ମାମଲାରେ ନୂଆ ଟ୍ବିଷ୍ଟ । ରହସ୍ୟମୟୀ ମହିଳାଙ୍କ ସମ୍ପର୍କରେ ଆସିଲା ନୂଆ ତଥ୍ୟ । ବିଦେଶୀ ଯୁବକଙ୍କ ଫୋନ୍ ହ୍ୟାକ୍‌ କରି ଅଭିଯୁକ୍ତଙ୍କ ସହ କଥା ହେଉଥଲେ ରହସ୍ୟମୟୀ ମହିଳା । ବିଦେଶୀ ଯୁବକଙ୍କ ଲିଙ୍କ୍‌ ପଠାଇ କ୍ଲିକ୍‌ କରିବାକୁ କହିଥିଲେ ରହସ୍ୟମୟୀ । କ୍ଲିକ୍‌ କଲାପରେ ବିଦେଶୀ ଯୁବକଙ୍କଠୁ OTP ହାସଲ କରିଥିଲେ ସଂପୃକ୍ତ ମହିଳା । ପରେ ସେହି ଫୋନ୍‌ ବ୍ୟବହାର କରି ଅଭିଯୁକ୍ତଙ୍କ ସହ ମହିଳା କଥା ହେଉଥିଲେ ବୋଲି ସୂଚନା ରହିଛି ।

   Related Posts