DRDO ଗୁପ୍ତ ତଥ୍ୟ ଲିକ୍ ମାମଲା : ବିଦେଶୀ ଯୁବକଙ୍କ ଫୋନ୍ ହ୍ୟାକ୍‌ କରି ଅଭିଯୁକ୍ତଙ୍କ ସହ କଥା ହେଉଥଲେ ମହିଳା !

Published By : Prameya-News7 Bureau | September 27, 2021 IST

କଟକ ୨୭।୯: DRDO ତଥ୍ୟ ଲିକ୍ ମାମଲାରେ ନୂଆ ଟ୍ବିଷ୍ଟ । ରହସ୍ୟମୟୀ ମହିଳାଙ୍କ ସମ୍ପର୍କରେ ଆସିଲା ନୂଆ ତଥ୍ୟ । ବିଦେଶୀ ଯୁବକଙ୍କ ଫୋନ୍ ହ୍ୟାକ୍‌ କରି ଅଭିଯୁକ୍ତଙ୍କ ସହ କଥା ହେଉଥଲେ ରହସ୍ୟମୟୀ ମହିଳା । ବିଦେଶୀ ଯୁବକଙ୍କ ଲିଙ୍କ୍‌ ପଠାଇ କ୍ଲିକ୍‌ କରିବାକୁ କହିଥିଲେ ରହସ୍ୟମୟୀ । କ୍ଲିକ୍‌ କଲାପରେ ବିଦେଶୀ ଯୁବକଙ୍କଠୁ OTP ହାସଲ କରିଥିଲେ ସଂପୃକ୍ତ ମହିଳା । ପରେ ସେହି ଫୋନ୍‌ ବ୍ୟବହାର କରି ଅଭିଯୁକ୍ତଙ୍କ ସହ ମହିଳା କଥା ହେଉଥିଲେ ବୋଲି ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.