oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଦୁଇ ସ୍ତ୍ରୀ ଥାଇ ବି ଆଉ ଜଣଙ୍କ ସହ ଡାରେ ନାରେ, ରସିକିଆ ସ୍ବାମୀକୁ ନେଇ ଥାନାରେ ଡ୍ରାମା

24/11/2021 at 12:59 PM

ଭୁବନେଶ୍ବର ୨୪।୧୧: ରଙ୍ଗିଲା ସ୍ବାମୀ । ଜଣେ କି ଦୁଇ ଜଣ ନୁହେଁ ତାଙ୍କର କୁଆଡେ ୩ ଜଣ ସ୍ତ୍ରୀ । ଦୁଇ ଜଣଙ୍କୁ ବିବାହ କରିଥିବା ବେଳେ ଅଉ ଜଣଙ୍କ ସହ ରଖିଥିଲେ ସମ୍ପର୍କ । ଏବେ ସ୍ବାମୀଙ୍କୁ ନେଇ ଟଣା ଓଟରା ହେଲାଣି । କଥା ଯାଇ ଥାନାରେ ପହଞ୍ଚିଲାଣି ।

ସୂଚନାଯୋଗ୍ୟ ଯେ, ଜଣେ ସ୍ବାମୀଙ୍କୁ ନେଇ ମଞ୍ଚେଶ୍ବର ଥାନାର ଦ୍ବାରସ୍ଥ ହୋଇଛନ୍ତି ଦୁଇ ଜଣ ମହିଳା । ସ୍ବାମୀ ଜଣଙ୍କ ହେଉଛନ୍ତି ଆଲୋକ ଜେନା । ଆଲୋକ ଦୁଇ ଜଣଙ୍କୁ ବିବାହ କରିଥିଲେ । ସମସ୍ତଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିଛନ୍ତି ବୋଲି ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ଭଉଣୀ ଘରେ ଆଉ ଜଣେ ମହିଳାଙ୍କ ସହ ଧରା ପଡିଛନ୍ତି । ଆଲୋକ ଜେନାଙ୍କୁ  ଅନ୍ୟ ଜଣେ ମହିଳାଙ୍କ ସହ ଥିବା ଅବସ୍ଥାରେ ଧରି ମଞ୍ଚେଶ୍ବର ଥାନାରେ ଜିମା ଦେଇଛନ୍ତି ଦୁଇ ଜଣ ସ୍ତ୍ରୀ ।

ଆଲୋକ ଜେନାଙ୍କ ଘର ଖୋର୍ଦ୍ଧା ବାଣପୁର ଅଞ୍ଚଳରେ ବୋଲି ଜଣାପଡିଛି । ସେ ରାଜଧାନୀରେ ଡ୍ରାଇଭର ଭାବେ କାମ କରୁଥିଲା । ଜଣେ ପରେ ଜଣଙ୍କୁ ବିବାହ କରୁଥିଲେ । ସେମାନଙ୍କୁ ଭୁଲାଇ ଫୁସୁଲାଇ ଗାଡି କିଣାଉଥିଲେ । ଆଉ ପରେ ନିଜେ ଗାଡିର ମାଲିକ ହୋଇଯାଉଥିଲେ ।

   Related Posts