Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଯୌତୁକ ପାଇଁ ସ୍ତ୍ରୀକୁ ନିର୍ଯ୍ୟାତନା : ନା ମାନେ ନା

16/04/2018 at 9:20 AM

ଉତ୍ତର ପ୍ରଦେଶ ସାହାଜାହାନପୁରରେ ଯୌତୁକ ପାଇଁ ସ୍ତ୍ରୀକୁ ନିର୍ଯ୍ୟାତନା ଦେଉଛି ସ୍ୱାମୀ
ଶ୍ୱଶୁର ଘରୁ ସମ୍ପତ୍ତି ପାଇବା ଲୋଭରେ ସ୍ୱାମୀ ପାଲଟିଯାଇଛି ସୈତାନ
ସ୍ତ୍ରୀକୁ ଦଉଚି ଅକଥନୀୟ ଅତ୍ୟାଚାର
ସ୍ତ୍ରୀର ଦୁଇ ହାତ ବାନ୍ଧି ଛୁଆଙ୍କ ଆଗରେ ମାଡ ମାରୁଛି

Leave a Reply

   Related Posts