Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ଅଫ୍‌ଲାଇନ୍ ଆବେଦନ ବଦଳରେ ହେଉ ଡୋର୍‌ ଟୁ ଡୋର୍‌ ସର୍ଭେ, ଦାବି କଲା ବିଜେପି ଓବିସି ମୋର୍ଚ୍ଚା

16/03/2023 at 2:05 PM

ଭୁବନେଶ୍ୱର ୧୬/୦୩: ଅଫ୍‌ଲାଇନ୍ ଆବେଦନ ବଦଳରେ ଡ଼ୋର୍ ଟୁ ଡ଼ୋର ସର୍ଭେ ମାଧ୍ୟମରେ ହେଉ ରାଜ୍ୟରେ ଓବିସି ଗଣନା । ସାମ୍ବାଦିକ ସମ୍ମିଳନୀ କରି ବିଜେପି ଓବିସି ମୋର୍ଚ୍ଚାର ଦାବି । ଓବିସି ଜନଗଣନା ଏହା ଏକ ଯୋଜନା ନୁହେଁ । ୫୪ ପ୍ରତିଶତ ଲୋକଙ୍କର ଆନୁପାତିକ ପ୍ରତିଶତ ନିର୍ଦ୍ଧାରଣ କରିବା ଗୁରୁତ୍ଵପୁର୍ଣ୍ଣ ।

ବହୁ ବିଳମ୍ବରେ ୨ ବର୍ଷ ପରେ ରାଜ୍ୟ ସରକାର ପଛୁଆ ସର୍ଭେ କରିବେ ବୋଲି ବିଜ୍ଞାପନ ଦେଲେ । ବିଜ୍ଞାପନରେ କହୁଛନ୍ତି ଅନଲାଇନ୍ ଏବଂ ଅଫଲାଇନରେ ଓବିସି ମାନେ ଆବେଦନ କରିବେ। ହେଲେ ଡ଼ୋର ଟୁ ଡ଼ୋର ସର୍ଭେରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କଲା ବିଜେପି । ଏମିତି ହେଲେ ଅନେକ ବିବାଦ ହେବା ବିଳମ୍ବ ହେବ। ଅନେକ ହିତାଧୀକାରୀ ବଞ୍ଚିତ ହେବେ ।

ଶିକ୍ଷା ଏବଂ ନିଯୁକ୍ତିରେ କାହିଁକି ସଂରକ୍ଷଣ ଦେଉନ କାହିଁକି ସେ ଉତ୍ତର କାହିଁକି ଦେଉ ନାହାନ୍ତି ସରକା ର। ସରକାରଙ୍କ ପାଖରେ ମେସିନାରୀ ଅଛି ଚାହିଁଲେ କରିପାରିବେ ହେଲେ ଏମିତି ନିଷ୍ପତ୍ତି ପଛରେ ଆଉ କିଛି ଷଡଯନ୍ତ୍ର ରହିଛି । ଏହା ସହ ଏବେ ନାମ ଲେଖା ଏବଂ ନିଯୁକ୍ତିରେ ସଂରକ୍ଷଣ ନେଇ ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି ବିଜେପି ।

   Related Posts