ଧନତେରସରେ ଭୁଲରେ ବି କିଣନ୍ତୁ ନାହିଁ ଏହି ସବୁ ଜିନିଷ, ରୁଷିଯିବେ ଲକ୍ଷ୍ମୀ

ଦିପାବଳୀର ଦୁଇ ଦିନ ପୂର୍ବରୁ ଧନତେରସ ପାଳନ କରାଯାଏ। ଏହି ଦିନ ଧନ୍ୱନ୍ତରୀ, କୁବେର ଓ ମାତା ଲକ୍ଷ୍ମୀଙ୍କ ପୂଜାର ବିଧାନ ରହିଛି। ଧନତେରସ ଦିନ କିଣାକିଣି କରିବା ଅତ୍ୟନ୍ତ ଶୁଭ ମନେ କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଧନତେରସରେ କିଣାକିଣି କଲେ ଘରକୁ ସୁଖସମୃଦ୍ଧିର ଆଗମନ ହୋଇଥାଏ। ହେଲେ ଏହି କିଣାକିଣିରେ ଏପରି ବି କିଛି ଜିନିଷ ଅଛି ଯାହାକୁ କିଣି ଘରକୁ ଆଣିଲେ ଅଶୁଭ ମନେ କରାଯାଏ। ଏଭଳି ଜିନିଷ ଘରକୁ ଦାରିଦ୍ରତା ଓ … Continue reading ଧନତେରସରେ ଭୁଲରେ ବି କିଣନ୍ତୁ ନାହିଁ ଏହି ସବୁ ଜିନିଷ, ରୁଷିଯିବେ ଲକ୍ଷ୍ମୀ