ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ ; ଝୁଲନ୍ତା ଅବସ୍ଥାର ମୃତଦେହ ଉଦ୍ଧାର
12/05/2018 at 9:45 AM

ମୃତ ଡାକ୍ତର ଜଣକ ହେଲେ ଗଜପତି ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର
ତାଙ୍କ ସରକାରୀ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି
ମୃତ୍ୟୁର କାରଣ କିଛି ଜଣା ପଡ଼ିନାହିଁ
ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି