ମର୍ତ୍ତ୍ୟ ମଣ୍ଡଳରେ ଦ୍ୱିତୀୟ ଭଗବାନ, ନିସ୍ୱାର୍ଥପର ଭାବେ ଲୋକଙ୍କୁ ଯୋଗାଉଛନ୍ତି ସେବା
ଭୁବନେଶ୍ୱର ୦୬/୦୬: କୂଢ କୂଢ ଶବ । ଭୀଷଣ ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ । ଖଣ୍ଡ ବିଖଣ୍ଡିତ ବୀଭତ୍ସ ମୃତଦେହ । କାହାର ମୁଣ୍ଡ ନାହିଁ, ତ କାହାର ହାତ । ତଥାପି ଏସବୁକୁ ଖାତିର ନକରି ଭୁଲିନାହାଁନ୍ତି ନିଜର କର୍ତ୍ତବ୍ୟ । ନିସ୍ୱାର୍ଥପର ଭାବେ ଲୋକଙ୍କୁ ଯୋଗାଇ ଚାଲିଛନ୍ତି ସେବା । ସ୍ୱାସ୍ଥ୍ୟକର୍ମୀ, ପ୍ରଶାସନିକ ଅଧିକାରୀ ଲାଗି ପଡିଛନ୍ତି ନିଜ ନିଜ କାମରେ । କରୋନା ସମୟରେ ଯେମିତି ପିପିଇ କିଟ୍ ପିନ୍ଧିି ଲୋକଙ୍କୁ … Continue reading ମର୍ତ୍ତ୍ୟ ମଣ୍ଡଳରେ ଦ୍ୱିତୀୟ ଭଗବାନ, ନିସ୍ୱାର୍ଥପର ଭାବେ ଲୋକଙ୍କୁ ଯୋଗାଉଛନ୍ତି ସେବା
Copy and paste this URL into your WordPress site to embed
Copy and paste this code into your site to embed