ବିନା ଲାଇସେନ୍ସରେ ଲିଙ୍ଗ ନିରୂପଣ କରୁଥିଲେ ଡାକ୍ତର, ୨ ବର୍ଷ ୩ ମାସ ସଜ୍ଜା ଶୁଣାଇଲେ କୋର୍ଟ
12/09/2022 at 3:52 PM

ଭୁବନେଶ୍ୱର, ୧୨/୦୯: ବିନା ଲାଇସେନ୍ସରେ ଲିଙ୍ଗ ନିରୂପଣ କରିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡ଼ିଛି । ଏପରି ଏକ ମାମଲରା ବିଚର କରି କୋର୍ଟ ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ଡାକ୍ତରଙ୍କ ନାମ ରାଜ କିଶୋର ସାହୁ ବୋଲି ଜଣାପଡ଼ିଛି । ଜେଏମଏଫସି କୋର୍ଟ, ଭୁବନେଶ୍ୱର ଡାକ୍ତରଙ୍କୁ ୨ ବର୍ଷ ୩ ମାସ ସଜା ସହ ୯ ହଜାର ୫୦୦ ଫାଇନ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଥାଉକି ୨୦୧୨ ମସିହାରେ ମାର୍କେଟ ବିଲ୍ଡିଂର ଏକ କ୍ଲିନିକରେ ଚଢ଼ାଉ ହୋଇଥିଲା ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳଙ୍କ ପରିବାରକୁ ରାତିଅଧିଆ ଜେରା
8 February 2023
ସ୍କୁଲରୁ ଘରକୁ ଫେରୁଥିଲେ ମହିଳା, ଅଧାରାସ୍ତାରେ ଏସିଡ ମାଡ କଲେ ଦୁର୍ବୃତ୍ତ
8 February 2023