AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିନା ଲାଇସେନ୍ସରେ ଲିଙ୍ଗ ନିରୂପଣ କରୁଥିଲେ ଡାକ୍ତର, ୨ ବର୍ଷ ୩ ମାସ ସଜ୍ଜା ଶୁଣାଇଲେ କୋର୍ଟ

12/09/2022 at 3:52 PM

ଭୁବନେଶ୍ୱର, ୧୨/୦୯: ବିନା ଲାଇସେନ୍ସରେ ଲିଙ୍ଗ ନିରୂପଣ କରିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡ଼ିଛି । ଏପରି ଏକ ମାମଲରା ବିଚର କରି କୋର୍ଟ ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ଡାକ୍ତରଙ୍କ ନାମ ରାଜ କିଶୋର ସାହୁ ବୋଲି ଜଣାପଡ଼ିଛି । ଜେଏମଏଫସି କୋର୍ଟ, ଭୁବନେଶ୍ୱର ଡାକ୍ତରଙ୍କୁ ୨ ବର୍ଷ ୩ ମାସ ସଜା ସହ ୯ ହଜାର ୫୦୦ ଫାଇନ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଥାଉକି ୨୦୧୨ ମସିହାରେ ମାର୍କେଟ ବିଲ୍ଡିଂର ଏକ କ୍ଲିନିକରେ ଚଢ଼ାଉ ହୋଇଥିଲା ।

   Related Posts