oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଭେଷଜ ଚିକିତ୍ସକ ଡାକ୍ତର ଅନୀଲ ବେହେରାଙ୍କ ଦେହାନ୍ତ

20/02/2021 at 4:28 PM

ଭଦ୍ରକ ୨୦।୨: ବରିଷ୍ଠ ଚିକିତ୍ସକ ଡାକ୍ତର ଅନୀଲ ବେହେରାଙ୍କ ଦେହାନ୍ତ । ୭୯ ବର୍ଷ ବୟସରେ ଭଦ୍ରକ ସହରର ବାଇପାସ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଡାକ୍ତର ବେହେରା ୧୯୮୪ରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ସ୍ଵେଚ୍ଛାକୃତ ଅବସର ନେଇଥିଲେ । ତାପରଠାରୁ ନିଜ ବାସଭବନରେ ରୋଗୀଙ୍କର ଚିକିତ୍ସା କରୁଥିଲେ । ଦୀର୍ଘଦିନ ହେବ ଡାକ୍ତର ଅନୀଲ ବେହେରା କର୍କଟ ରୋଗରେ ପୀଡିତ ଥିଲେ । କର୍କଟ ରୋଗ ସତ୍ତ୍ବେ ସେ ରୋଗୀଙ୍କ ସେବା କାର୍ଯ୍ୟ ଜାରି ରଖିଥିଲେ । ସକାଳୁ ତାଙ୍କର ଦେହାନ୍ତ ଖବର ଶୁଣି ଭଦ୍ରକ ସାଂସଦ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ବହୁ ରାଜନେତା ଓ ବୁଦ୍ଧିଜୀବୀମାନେ ତାଙ୍କର ଶେଷ ଦର୍ଶନ କରିଛନ୍ତି ।

   Related Posts