oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ଫଟୋଦେଖିଲେ ଜାଣିପାରିବେ ତ ….ଝିଅ ନା କଣ୍ଢେଇ, କଣ ଅଛି ଏହି ଫଟୋ ପଛରେ ରହସ୍ୟ ଜାଣିବା

29/01/2019 at 9:11 PM

ଦୁନିଆରେ ଏମିତି ଅନେକ କଥା ଅଛି, ଜାଣିଲେ ହୋଇଯିବା ଆଶ୍ଚର୍ଯ୍ୟ । ଯାହା ସତ ଲାଗୁଥିବା, ଜାଣିବାବେଳକୁ ମିଛ । ଯାହା ବି ମିଛ ଲାଗୁଥିବ , ତାହା କିନ୍ତୁ ସତ ହୋଇଥିବ ।

ଏଭଳି ଘଟଣା ସଂପର୍କରେ ଆଜି ଆମେ ଆପଣଙ୍କୁ କହିବୁ, ଜାଣିଲେ କହିଲେ.. ହଁ ..ତ ..ଠିକ୍ କଥା ।

ଆଜି ଆମେ ଫଟୋଟିଏ ଦେଖଉଛୁ.. କହିଲେ ଏ ଝିଅ ନା କଣ୍ଢେଇ ? କହିପାରିବେନି …କାରଣ ଏଇଟା ତ ହେଉଛି ଏହି ଖବର ପଛର ଟ୍ଵିଇଷ୍ଟି ।

ଏ ହେଉଛି ..୧୯୯୮ ମସିହାରେ ଜନ୍ମ ଗ୍ରହଣ କରିଥିବା ଦୁନିଆର ସବୁଠାରୁ ସୁନ୍ଦରୀ ଯୁବତୀ । ଯାହାକୁ ଦେଖିଲେ ସମସ୍ତେ ବାର୍ବିଡ଼ଲ୍ ବୋଲି ଭାବନ୍ତି ସିନା କିନ୍ତୁ ପ୍ରକୃତରେ ସେଇଆ ନୁହେଁ ।

ଏହି ଯୁବତୀଙ୍କ ନାଁ ଲୋଲିତା । ଏ ହେଉଛି ପୃଥିବୀର ସୁବୁଠୁଁ ସୁନ୍ଦରୀ ବାର୍ବିଡ଼ଲ୍ ମଡ଼େଲ, ଯାହାଂକୁ ନେଇ ସୋସିଆଲ ମିଡ଼ିଆରେ ହୋଇଛି ସବୁଠୁ ଅଧିକ ଭାଇରାଲ ।

ଲୋଲିତା ପିଲାଦିନେ ମଧ୍ୟ ବହୁତ ସୁନ୍ଦର ଥିଲା । କିନ୍ତୁ ମଡ଼େଲିଂ ଦୁନିଆକୁ ଆସିଲା ପରେ ନିଜ ଆଖିର କଂଣ୍ଟାକ୍ଟଲେନସ୍ ଲଗାଇ ହୋଇଯାଇଛି ଆହୁରି ସୁନ୍ଦର ।

ଲୋଲିତା କଣ୍ଢେଇ ନୁହେଁ,  ବିଶ୍ଵର ସବୁଠୁ ଅଧିକ ସୁନ୍ଦରୀ ବାର୍ବି ମଡ଼େଲ ।

   Related Posts