ଶନିବାର ଦିନ କରନ୍ତୁ ଏହି ସହଜ ଉପାୟ, ସବୁ ବାଧାବିଘ୍ନ ହେବ ଦୂର
13/07/2019 at 12:32 PM

ଶନିବାର ଦିନ ଶନି ଦେବତା ଏବଂ ହନୁମାନଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଶନିବାର ଦିନ କିଛି ଉପାୟ ମଧ୍ୟ ଅବଲମ୍ବନ କରାଯାଇଥାଏ । ଏହି ସହଜ ଉପାୟ ଅବଲମ୍ବନ କରିବା ଦ୍ବାରା ଆପଣଙ୍କ ଭାଗ୍ୟ ମଧ୍ୟ ବଦଳିଯାଇପାରେ ।
ଜାଣନ୍ତୁ କଣ ଉପାୟ ଅବଲମ୍ବନ କରିବେ :
୧. ଶନିବାର ଦିନ କଳା ରଙ୍ଗର କୁକୁର, କଳା ରଙ୍ଗର ଗାଈ ଏବଂ କଲା ରଙ୍ଗର ପକ୍ଷୀକୁ ଖାଦ୍ୟ ଦେବା ଉଚିତ୍ । ଏହାଦ୍ବାରା ଆପଣଙ୍କ ଜୀବନରେ ଆସୁଥିବା ସବୁ ବାଧାବିଘ୍ନ ଦୂର ହୋଇଯିବ ।
୨. ଶନିବାର ଦିନ କେଦିନ ତେଲରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଗରିବଙ୍କୁ ଖାଇବାକୁ ଦେବା ଉଚିତ୍ । ଏହାଦ୍ବାରା ଶନି ଦେବତା ପ୍ରସନ୍ନ ହୋଇଥାନ୍ତି ।
୩. ଶନିବାର ଦିନ କଳା ରାଶି, ଅଟା, ଚିନିକୁ ମିଶ୍ରଣ କରି ପିମ୍ପୁଡିଙ୍କୁ ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ବାରା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ ।