ବୁଧବାର ଭୁଲରେ ବି କରନ୍ତୁ ନାହିଁ ଏହି କାମ : ନଚେତ୍ ପଡ଼ିବେ ଅସୁବିଧାରେ

Published By : Prameya-News7 Bureau | July 17, 2019 IST

ନୂଆଦିଲ୍ଲୀ ୧୭/୭: ଆଜି ବୁଧବାର ଅର୍ଥାତ୍ ଗଣେଷଙ୍କ ଦିନ। ଆଜି ଦିନରେ ସମସ୍ତ ଭକ୍ତଗଣ ଗଣେଷଙ୍କ ସେବା କରନ୍ତି ଏବଂ ତାଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ କାମ କରିଥାଆନ୍ତି। କିନ୍ତୁ ବେଳେବେଳେ କିଛି ଲୋକ ଅଜାଣତରେ କିଛି ଏପରି କାମ କରିଥାଆନ୍ତି ଯେଉଁଥିପାଇଁ ବୁଧ ଗ୍ରହ ଅସନ୍ତୁଷ୍ଟ ହେବାର କାରଣ ହୋଇଥାଏ ଏବଂ ଜୀବନରେ ଖରାପ ପ୍ରଭାବ ପଡ଼ିଥାଏ। ଏଥିପାଇଁ ଆଜି ଆମେ ଜାଣିବା ବୁଧବାର ଦିନ କେଉଁ କେଉଁ କାର୍ଯ୍ୟ କରିବା ଅନୁଚିତ୍।

wp:list
  • ନୂଆ ଯୋତା ଏବଂ ଲୁଗା କିଣିବା ଏବଂ ପିନ୍ଧିବା ଅନୁଚିତ୍।
  • ପୁରୁଷଙ୍କୁ ଶାଶୁଘର ଯିବା ଅନୁଚିତ୍।
  • ଶାଳୀ,ପିଇସି,ବିବାହିତ ଭଉଣୀ ଏବଂ ଝିଅଙ୍କୁ ଘରେ ନିମନ୍ତ୍ରଣ ଦିଅନ୍ତୁ ନାହିଁ।
  • କନ୍ୟାଙ୍କ ଅପମାନ କରିବା ଅନୁଚିତ୍।
  • କିନ୍ନରଙ୍କୁ ଥଟ୍ଟା ପରିହାସ କରନ୍ତୁ ନାହିଁ। ତାଙ୍କୁ ମଧ୍ୟ ଉପହାରସ୍ବରୂପ ଅର୍ଥ ଦାନ କରନ୍ତୁ।
  • ଟୁଥ ପେଷ୍ଟ,ଟୁଥ ବ୍ରଶ୍ ଏବଂ ବାଳ ସମ୍ବନ୍ଧୀୟ ଜିନିଷ କିଣନ୍ତୁ ନାହିଁ।
  • ପାନ ଖାଇବା ଅନୁଚିତ୍।
  • କ୍ଷୀର ଜଳାଇବା ଅନୁଚିତ୍। କ୍ଷୀରି,ରାବିଡ଼ି ଆଦି ପ୍ରସ୍ତୁତ କରନ୍ତୁ ନାହିଁ।
  • ବୁଧବାର ଦିନ ମୁଗ ଡାଲି,ଧନିଆଁ ପତ୍ର,ପାଳଙ୍ଗ ଶାଗ,ସୋରିଷ ଶାଗ,କଞ୍ଚା ଲଙ୍କା,ପିଜୁଳି,ଅମୃତଭଣ୍ଡା ଆଦି ଘରକୁ ଆଣନ୍ତୁ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.