ଆଜି ପବିତ୍ର ଦୀପାବଳି, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୨।୧୧ : ଆଜି ପବିତ୍ର ଦୀପାବଳି । ଆଲୋକର ପର୍ବ ଦୀପାବଳି । ଗାଁରୁ ସହର ସବୁଠି ଜଳ ଉଠିବ ଲକ୍ଷ ଲକ୍ଷ ଦୀପ । ମନ୍ଦିର, ଘର, ଅଫିସ, ବ୍ୟବସାୟୀ ପ୍ରତିଷ୍ଠାନାରେ ସବୁଠୁ ଝଲସିବ ।ତେବେ ଦୀପାବଳି ପାଇଁ ଶୁଭେଚ୍ଛା ଜଣାଇଛନ୍ତି ବହୁ ବିଶିଷ୍ଠ ବ୍ୟକ୍ତି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆଦି ଟ୍ୱିଟ୍‌ କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଦୀପାବଳି ଅବସରରେ ମୋ ତରଫରୁ … Continue reading ଆଜି ପବିତ୍ର ଦୀପାବଳି, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ