ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଲକଡାଉନରେ ଅଭିନେତ୍ରୀରୁ ମାଷ୍ଟର ସେଫ୍ ବନିଲେ ଦିବ୍ୟଙ୍କା : ତାଙ୍କ ହାତର ଯାଦୁରେ ଫିଦା ହେଲେ ସ୍ଵାମୀ ବିବେକ

25/03/2020 at 8:30 PM

ମୁମ୍ବାଇ ୨୫/୩: ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀଙ୍କୁ ରୋଷେଇ ଏତେ ପସନ୍ଦ ନଥିଲେ ବି କେବେ କେବେ ତାଙ୍କ ସ୍ବାମୀଙ୍କୁ ଖୁସି କରିବାକୁ ସେ ରୋଷେଇ କରି ଦିଅନ୍ତି। ଏବେ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଖାଇବାର କିଛି ଫଟୋ ସେୟାର କରିଛନ୍ତି। ଫଟୋ ଦେଖି ଜଣା ପଡ଼ୁଛି ଯେ ଦିବ୍ୟଙ୍କା କ୍ବାରେଣ୍ଟାଇନରେ ବହୁତ ଭଲଭାବେ ଏଞ୍ଜୟ କରୁଛନ୍ତି ଏବଂ ଆସନ୍ତା ୨୧ ଦିନର ପୂରା ପ୍ଲାନିଂ କରି ସାରିଛନ୍ତି।

ଦିବ୍ୟଙ୍କା ଘରେ ସ୍ବାଦିଷ୍ଟ ଖାଦ୍ୟର ମଜା ନେଉଛନ୍ତି। ସେ କାଶ୍ମିରୀ ପଲଉ ଏବଂ ପନିର ଟିକ୍କାର ଫଟୋ ସେୟାର କରିଛନ୍ତି। ଏକ ଫଟୋରେ ସେ ​‌ଲେଖିଛନ୍ତି ଯେ- – Homemade #PaneerTikka anyone? ସ୍ବାମୀଙ୍କୁ ଖୁବ୍ ପସନ୍ଦ ଆସିଛି ଏବଂ ଆସିବ,କାହିଁକି ନୁହେଁ?ଏବେ ୨୧ଦିନ ଯାଏଁ ତ ଘରେ ରହିବାର ଅଛି। ଏହାକୁ ଦେଖି ଜଣା ପଡ଼ୁଛି ଯେ ନିଜ ଫ୍ରି ଟାଇମକୁ ସେ ଭଲ ଭାବେ ଏଞ୍ଜୟ କରି ଅତିବାହିତ କରୁଛନ୍ତି।

ଦିବ୍ୟଙ୍କା ଏବଂ ବିବେକ ୨୦୧୬ ମସିହା ଜୁଲାଇ ୮ ତାରିଖରେ ଭୋପାଳରେ ଗ୍ରାଣ୍ଡ ଓ୍ବେଡିଙ୍ଗ୍ କରିଥିଲେ। ଏମାନଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଧୁମ୍ ମଚାଇଥିଲା।

   Related Posts