ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ ଅଭିଯୋଗ
20/05/2018 at 8:08 AM

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ ଅଭିଯୋଗ ଆସିଛି …. ପାଉଣା ଓ ପିଣ୍ଡିକା ଦାନକୁ ନେଇ ଜଣେ ଭକ୍ତଙ୍କୁ ସେବାୟତଙ୍କ ମାଡ ମାରିଥିବା ଅଭିଯୋଗ ଆସିଛି …. ଭକ୍ତ ଜଣକ ଗୁରୁତର ଆହତ ହୋଇଛନ୍ତି …. ଗୁରୁତର ଭକ୍ତ ହେଉଛନ୍ତି ମହାରାଷ୍ଟ୍ରର ଚେତନ ଅମଲକର…. ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି …. ସିଂହଦ୍ବାରା ଥାନାରେ ମାମଲା ରୁଜୁ କରିଛନ୍ତି ଆହତ …
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023