ବଲାଙ୍ଗୀରରେ ଜିଲ୍ଲାସ୍ତରୀୟ ଧାନ ବିହନ ମୂଲ୍ୟାଙ୍କନ ଦିବସ; ୨୫ଟି ଧାନ ବିହନର ହେଲା ମୂଲ୍ୟାଙ୍କନ
28/11/2022 at 9:24 PM

ବଲାଙ୍ଗୀର ୨୮/୧୧: ମରୁଡିପ୍ରବଣ ଅଞ୍ଚଳରେ ଧାନ ଚାଷକୁ ସୁଦୃଢ଼ କରିବା ସହ ଭଲ କିଷମର ଧାନ ଚାଷ କରିବା ପାଇଁ ଉଦ୍ୟମ। ଏନେଇ ବଲାଙ୍ଗୀର ଲୋଇସିଂହା ଝାରମୁଣ୍ଡାରେ ଧାନ ବିହନ ମୂଲ୍ୟାଙ୍କନ ଦିବସ ପାଳନ କରାଯାଇଛି। ଏଥିରେ ୨୫ ପ୍ରକାର ଅନୁମୋଦିତ ଧାନ ବିହନକୁ ମୂଲ୍ୟାଙ୍କନ କରାଯାଇଛି।

ବଲାଙ୍ଗୀରରେ ଏସବୁ ବିଭିନ୍ନ ପ୍ରକାରର ଧାନ ବିହନ ଗୁଡ଼ିକ ଚାଷୀଙ୍କ ପାଇଁ ଉପଯୋଗୀ ହେବ ବୋଲି କୁହାଯାଇଛି। ଏସବୁ ଧାନ ବିହନ ଗୁଡ଼ିକ କୁପୋଷଣ ଦୂର କରିବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଞ୍ଚଲ ରାଣା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ଓ ଅନ୍ୟ ବିଭଗୀୟ ଅଧିକାରୀ ଓ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଯୋଗ ଦେଇ ଧାନ ବିହନ ଉପରେ ପ୍ରଶିକ୍ଷଣ ନେଇଥିଲେ।
Related Posts
୨୦୧୩ରେ ଗୋପାଳଙ୍କୁ ମିଳିଥିଲା ବନ୍ଧୁକ, ୨୦୨୦ରେ ପୁୁରୁଣା ଗୁଳି ବଦଳାଇଥିଲେ
31 January 2023
ପଂଚାୟତ ନିର୍ବାହୀ ଅଧିକାରୀଙ୍କ କଳାକାରନାମା, ବଞ୍ଚି ଥାଉ ଥାଉ ମାରିଦେଲେ
31 January 2023