ଆଡ଼ପ ଅବଢା ନେଇ ଶ୍ରଦ୍ଧାଳୁଙ୍କ ମନ ଉଣା: ସ୍ଵାଦରେ କିଛି କମି ରହିବାର ଅନୁଭବ, କୂଅ ଜଳ ବିଶୋଧନରେ ତ୍ରୁଟିକୁ ଦାୟୀ କଲେ ସେବାୟତ  

ଭୁବନେଶ୍ବର: ଜନ୍ମବେଦୀରେ ଲୀଳା ଖେଳା ସାରି ରତ୍ନ ବେଦୀକୁ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି। ଘୋଷ ଯାତ୍ରାରେ ଜନ୍ମ ବେଦୀରେ ରହିଲେ, ଆଉ ଆଡପ ଅବଢା ବି ବାହାରିଲା ଠାକୁରଙ୍କ ରହଣୀ କାଳରେ । ଜନ୍ମ ବେଦୀରେ ଠାକୁରଙ୍କୁ ଦର୍ଶନ ମହାପୂଣ୍ୟ ଓ ଆଡପ ଅବଢା ପାଇବା ବି ବଡ ସୌଭାଗ୍ୟ । କିନ୍ତୁ ଚଳିତ ଥର ଅନେକ ଶ୍ରଦ୍ଧାଳୁ ଟିକେ ମନ ଉଣା କଲେ । କାରଣଟି ହେଲା ଏଥର ଆଡପ ଅବଢାରେ ମନ ପୂରିଲାନି । କିଛି … Continue reading ଆଡ଼ପ ଅବଢା ନେଇ ଶ୍ରଦ୍ଧାଳୁଙ୍କ ମନ ଉଣା: ସ୍ଵାଦରେ କିଛି କମି ରହିବାର ଅନୁଭବ, କୂଅ ଜଳ ବିଶୋଧନରେ ତ୍ରୁଟିକୁ ଦାୟୀ କଲେ ସେବାୟତ