ରୋଗାଗ୍ରସ୍ତ ଜୀବନ କାଟୁଛନ୍ତି ଭିନ୍ନକ୍ଷମ ଡମ୍ୱରୁ, ପ୍ରଶାସନର ସହାୟତକୁ ଅପେକ୍ଷା

Published By : Prameya-News7 Bureau | August 23, 2018 IST

ଆଣ୍ଠୁଗଣ୍ଠି ରୋଗରେ ଆକ୍ରାନ୍ତ ହୋଇ ପଙ୍ଗୁ ପାଲଟିଯାଇଛନ୍ତି ଯାଜପୁର ବରୀ କୃଷ୍ଣନଗର ଗାଁର ଡମ୍ବୁର ନାୟକ । ଅର୍ଥ ଅଭାବ ଯୋଗୁଁ ଚିକିତ୍ସା ହୋଇପାରୁନି। ଶେଷରେ ଅସହାୟ ଡମ୍ବରୁ ପ୍ରଶାସନର ସହାୟତ ଲୋଡିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.