ସେପ୍ଟେମ୍ବର ୧୮ ତାରିଖରୁ ଡିପ୍ଲୋମା ଇଂଜିନିୟରଙ୍କ ସମୁହ ଛୁଟି
11/08/2018 at 9:27 AM
ବାଲେଶ୍ୱର ୧୧|୮-ଓଡ଼ଶା ଡ଼ିପ୍ଲୋମା ଇଂଜିନିୟର୍ସ ସର୍ଭିସ ଏସୋସିଏସନ ବାଲେଶ୍ୱର ଶାଖା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଇଂଞିନିୟର୍ସ ସଂଘ କାର୍ଯୟାଳୟରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଉତରାଂଚଳର ମହାମଣ୍ଡଳ ସଂପାଦକ ହୃଷୀକେଶ ସାହୁ,ସଭାପତି ବିଜୟ କୁମାର ଦାସ, ସଂପାଦକ ଉଜ୍ଜଳ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଡ଼ିପ୍ଲୋମା ଇଂଜିନିୟର ମାନଙ୍କର 8ଦଫା ଦାବି ସଂପର୍କରେ ସୂଚନା ଦେଇଥିଲେ । ୨୦୦୮ମସିହାରୁ ସରକାର ଏହି ଦାବୀ ସଂପର୍କରେ ଅବଗତ ଥିଲେମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ତେଣୁ ରାଜ୍ୟରେ ସେବାରତ ୮୫୦୦ ଡ଼ିପ୍ଲୋମା ଇଂଜିନିୟର ସପ୍ଟେମ୍ବର ୧୮ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ସବମୁହ ଛୁଟିରେ ରହିବେ ବୋଲି ଚେତାବନୀ ଦେଇଛନ୍ତି। ଯଦି ସରକାରା ତଥାପି ନଶୁଣନ୍ତି ତାହଲେ ଆଗକୁ ଆନ୍ଦୋଳନ ଆହୁରି ତିବ୍ରତର ହେବ କହିଛନ୍ତି ।
Related Posts
ସ୍କୁଲ ଛାତରୁ ଗଳିଲା ପାଣି, ଭାସିଲା ଶ୍ରେଣୀଗୃହ
2 July 2022