ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ଆଶା, କ୍ୱାର୍ଟର ଫାଇନାଲରେ ଏଣ୍ଟ୍ରି କଲେ ଦୀପିକା-ପ୍ରବୀଣ ଯୋଡି

Published By : Prameya-News7 Bureau | July 24, 2021 IST

ଟୋକିଓ୨୪/୭: ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ ବେଶ୍ ସଫଳ ରହିଛି । ତୀରନ୍ଦାଜରେ ଦୀପିକା-ପ୍ରବୀଣଙ୍କ ଯୋଡି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସୁଟିଂରେ ଆପୁରଭି ଚାଣ୍ଡେଲା ଏବଂ ଏଲାଭେନିଲ ଭାଲାରିଭାନ ମହିଳା ୧୦ ମିଟର ଏୟାର ରାଇଫଲ ଯୋଗ୍ୟତା ଇଭେଣ୍ଟରେ କ୍ୱାଲିଫାଏଡ ରାଉଣ୍ଡରେ ପହଞ୍ଚିପାରିନଥିଲେ । ମୁକାବିଲାର ଅନ୍ତିମ ପର୍ଯ୍ୟାୟରେ ଦୀପିକା କୁମାରୀ ଏବଂ ପ୍ରବୀଣ ଯାଦବଙ୍କ ଚିଆ-ଆନ୍ ଲିନ୍ ଏବଂ ଚିହ-ଚୁନ୍ ଟାଙ୍ଗଙ୍କ ସହ ମୁହାଁମୁହିଁ ହୋଇଥିଲେ ।

wp:html /wp:html

ଭାରତ ଚାଇନା ତାଇପେଇକୁ ୫-୩ ରେ ପରାସ୍ତ କରିଛି । ତୀରନ୍ଦାଜରେ ଦୀପିକା-ପ୍ରବୀଣଙ୍କ ଯୋଡି ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସୁଟିଂରେ ଆପୁରଭି ଚାଣ୍ଡେଲା ଏବଂ ଏଲାଭେନିଲ ଭାଲାରିଭାନ ମହିଳା ୧୦ ମିଟର ଏୟାର ରାଇଫଲ ଯୋଗ୍ୟତା ଇଭେଣ୍ଟରେ ଦୁର୍ଘଟଣାଗ୍ରସ୍ତ ହୋଇ ପଦକ ରାଉଣ୍ଡରେ ପହଞ୍ଚିପାରିନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.