Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶ୍ରୀମନ୍ଦିରରେ ଅଘଟଣ, ଦୀପ ନିଆଁରେ ଜଳିଗଲା ନାବାଳକର ହାତ

30/12/2022 at 12:58 PM

ପୁରୀ ୩୦/୧୨: ଶ୍ରୀମନ୍ଦିରରେ ଅଘଟଣ । ଭିତର କାଠ ନିକଟରେ ଅଘଟଣ । ଦୀପ ନିଆଁରେ ନିଆଁ ଲାଗି ଜଳିଯାଇଛି ନାବାଳକର ହାତ । ଦକ୍ଷିଣା ଥାଳିରେ ଦୀପଧରି ଜଣେ ସେବାୟତ ବୁଲୁଥିବା ସମୟରେ ଏହି ଅଘଟଣ ଘଟିଛି ।

ଦୀପ ନିଆଁ ବାଜି ଯିବାରୁ ନାବାଳଖର ବାମ ହାତ ଫୋଟକା ହୋଇଯାଇଛି । ହେମନ୍ତ କୁମାର ଭୂଇଁଆ ଓ ଲିପିକା ସାମନ୍ତରାୟ ତାଙ୍କ ପୁଅକୁ ଧରି ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ପ୍ରାଥମିକ ଚିକିତ୍ସା ପରେ ନାବାଳକ ଜଣକ ସୁସ୍ଥ ଅଛନ୍ତି ।

   Related Posts