ଶ୍ରୀମନ୍ଦିରରେ ଅଘଟଣ, ଦୀପ ନିଆଁରେ ଜଳିଗଲା ନାବାଳକର ହାତ
30/12/2022 at 12:58 PM

ପୁରୀ ୩୦/୧୨: ଶ୍ରୀମନ୍ଦିରରେ ଅଘଟଣ । ଭିତର କାଠ ନିକଟରେ ଅଘଟଣ । ଦୀପ ନିଆଁରେ ନିଆଁ ଲାଗି ଜଳିଯାଇଛି ନାବାଳକର ହାତ । ଦକ୍ଷିଣା ଥାଳିରେ ଦୀପଧରି ଜଣେ ସେବାୟତ ବୁଲୁଥିବା ସମୟରେ ଏହି ଅଘଟଣ ଘଟିଛି ।
ଦୀପ ନିଆଁ ବାଜି ଯିବାରୁ ନାବାଳଖର ବାମ ହାତ ଫୋଟକା ହୋଇଯାଇଛି । ହେମନ୍ତ କୁମାର ଭୂଇଁଆ ଓ ଲିପିକା ସାମନ୍ତରାୟ ତାଙ୍କ ପୁଅକୁ ଧରି ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ପ୍ରାଥମିକ ଚିକିତ୍ସା ପରେ ନାବାଳକ ଜଣକ ସୁସ୍ଥ ଅଛନ୍ତି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023