ଓଡିଆ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୩ ପାଇବେ ଯୁବ ଗାଳ୍ପିକ ଡିଲେଶ୍ୱର ରଣା

Published By : Prameya-News7 Bureau | November 28, 2023 IST

କଳାହାଣ୍ଡି ୨୮।୧୧: ଓଡିଆ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୩ ପାଇବେ କଳାହାଣ୍ଡିର ଯୁବ ଗାଳ୍ପିକ ଡିଲେଶ୍ୱର ରଣା । ତାଙ୍କ ଲିଖିତ ପୁସ୍ତକ ‘ସେଁର୍‌ରା’ ପାଇଁ ସେ ଏହି ପୁରସ୍କାର ପାଇବେ । ଏ ନେଇ ସାହିତ୍ୟ ଏକାଡେମୀ ସେକ୍ରେଟାରୀ କେ.ଶ୍ରୀନିବାସ ରାଓ ଘୋଷଣା କରିଥିବା ବେଳେ କଳାହାଣ୍ଡି ଲେଖକ ମହଲରେ ଖୁସିର ଲହରୀ ଖେଳିଯାଇଛି ।

You Can Read :

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.