‘ଧୁମ୍‌’ ନିର୍ଦ୍ଦେଶକ ସଞ୍ଜୟ ଗଡଭିଙ୍କ ପରଲୋକ, ହାର୍ଟ ଆଟାକ୍‌ରେ ଚାଲିଗଲା ଜୀବନ

ମୁମ୍ଵାଇ ୧୯।୧୧: ଜଣାଶୁଣା ନିର୍ଦ୍ଦେଶକ ସଞ୍ଜୟ ଗଡଭି । ବର୍ତ୍ତମାନ ତାଙ୍କର ଦେହାନ୍ତ ହୋଇଛି। ନଭେମ୍ବର ୧୯ ରବିବାର ଦିନ ପ୍ରାୟ ୧୦ ଟା ସମୟରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ପାଖାପାଖି ୫୭ ବର୍ଷ ହୋଇଥିଲା । ରବିବାର ସକାଳ ସମୟରେ ଘରେ ଚା ପିଉଥିବା ବେଳେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କଲେ। ପରେ ସଞ୍ଜୟଙ୍କୁ ତୁରନ୍ତ ଅନ୍ଧେରୀର କୋକିଲାବେନ ଧୀରବାଇ ଅମ୍ବାନୀ ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ତାଙ୍କୁ … Continue reading ‘ଧୁମ୍‌’ ନିର୍ଦ୍ଦେଶକ ସଞ୍ଜୟ ଗଡଭିଙ୍କ ପରଲୋକ, ହାର୍ଟ ଆଟାକ୍‌ରେ ଚାଲିଗଲା ଜୀବନ