oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

୪୦ ବର୍ଷ ବୟସରେ ଧୋନୀଙ୍କ ଚିତା ପରି ଚଞ୍ଚଳତା, ଡ୍ରାଇଭ ମାରି କଲେ ରନଆଉଟ୍, ବ୍ୟାଟର ଚକିତ

3/04/2022 at 8:22 PM

ମୁମ୍ବାଇ ୦୩।୦୪: ଚେନ୍ନାଇ ସୁପର କିଙ୍ଗ୍ସ ରବିବାର ପଞ୍ଜାବ କିଙ୍ଗ୍ସ ବିପକ୍ଷ ଆଇପିଏଲ ମୁକାବିଲାରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ପଞ୍ଜାବ କିଙ୍ଗ୍ସର ଆରମ୍ଭ ବହୁତ ଖରାପ ଥିଲା। ଦଳ ପ୍ରଥମ ଓଭରର ଦ୍ଵିତୀୟ ବଲ୍‌ରେ ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲଙ୍କ ଓ୍ଵିକେଟ୍ ହରାଇଥିଲା। ଦଳ ସମ୍ଭାଳିବା ପୂର୍ବରୁ ଚେନ୍ନାଇର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଚିତା ବାଘପରି ଚଞ୍ଚଳତା ଦେଖାଇ ଡ୍ରାଇଭ ମାରି ପଞ୍ଜାବର ଷ୍ଟାର ବ୍ୟାଟସମ୍ୟାନ ଭାନୁକା ରାଜପକ୍ଷେଙ୍କୁ ରନ ଆଉଟ୍ କରିଛନ୍ତି।

ଭାନୁକା  ୯ ରନ କରି ଆଉଟ୍ ହୋଇଥିଲେ। ୪୦ ବର୍ଷ ବୟସରେ ଧୋନୀଙ୍କ ଓ୍ଵିକେଟ୍ କିପିଂରେ ଏମିତି ଚପଳତାକୁ ସମସ୍ତେ ପ୍ରଶଂସା କରିଛନ୍ତି। ଏହାର ଭିଡିଓ ମଧ୍ୟ ଭାଇରାଲ୍  ହେବା ଆରମ୍ଭ ହୋଇଛି। ରନ ଆଉଟ୍  ହେବା ଦେଖି ବ୍ୟାଟସମ୍ୟାନ ଭାନୁକା ମଧ୍ୟ ଚକିତ ହୋଇଛନ୍ତି।

   Related Posts