oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଢେଙ୍କାନାଳ: ହିନ୍ଦୋଳ ବନାଞ୍ଚଳରୁ ପୁଣି ଏକ ହାତୀର ମୃତଦେହ ଠାବ

12/02/2021 at 10:06 PM

ଢେଙ୍କାନାଳ ୧୨।୦୨: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଏକ ଦନ୍ତା ହାତୀକୁ ଗୁଳିକରି ଦାନ୍ତ ଲୁଟ୍ ପରେ ପୁଣି ଏକ ହାତୀର ମୃତଦେହ ଠାବ ହୋଇଛି। ବିମ୍ବୋରୀ ସେକ୍ସନର ଗୋବିନ୍ଦପୁର ବସ୍ତି ନିକଟସ୍ଥ ଏକ ନାଳରେ ଏହି ହାତୀର ମୃତଦେହ ପଡିଥିବା ଦେଖାଯାଇଛି । ଗତ ଦୁଇଦିନ ହେଲା ହାତୀଟି ମରିପଡିଥିବା ଅନୁମାନ କରାଯାଇଛି। ହାତୀଟି ଏକ ମାଖାନା ହାତୀ ବୋଲି ଜଣାପଡିଛି । ହାତୀ ମୃତ୍ୟୁର ସଠିକ କାରଣ କଣ ଜଣା ନ ପଡ଼ିଥିଲେ ମଧ୍ୟ ହାତୀ ଲଢେଇରେ ମୃତ୍ୟୁ ଘଟିଥିବା ଢେଙ୍କାନାଳ ଡ଼ିଏଫ ଓ ସୂଚନା ଦେଇଛନ୍ତି । ତେବେ ହିନ୍ଦୋଳ ବନ କର୍ମଚାରୀ ମାନେ ପହଞ୍ଚି ହାତୀ ମୃତଦେହ ଉଦ୍ଧାର ପରେ ବ୍ୟବଛେଦ କରି ତଦନ୍ତ ଚଳାଇଛନ୍ତି ।

   Related Posts