Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ପେଟ୍ରୋଲ ପମ୍ପ ଲୁଟ, ଚୋରା ଦେଶୀ ମଦ ଓ କୋଇଲା ଚାଲାଣ ଘଟଣା: ୬ଜଣ ଗିରଫ, କାର, ବୋଲେରୋ, ପିସ୍ତଲ ଜବତ

28/09/2021 at 8:28 PM

ଢେଙ୍କାନାଳ, ୨୮/୦୯: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭାପୁରର ମାତୃକୃପା ଫିଲିଙ୍ଗ ଷ୍ଟେସନ ନାମକ ଏକ ପେଟ୍ରୋଲ ପମ୍ପ ଲୁଟ, ଚୋରା ମଦ ଓ କୋଇଲା ଚାଲାଣ ଘଟଣାରେ ୬ଜଣ ପେଷାଦାର ଅପରାଧୀଙ୍କୁ ସଦର ଥାନା ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ କେନ୍ଦ୍ରାପଡା, ଆଠଗଡ଼ ଓ ଢେଙ୍କାନାଳର ଭାପୁର ଅଂଚଳର ବୋଲି ଜଣାପଡ଼ିଛି ।

ସେମାନଙ୍କ ଠାରୁ ପୋଲିସ ଗୋଟିଏ ପିସ୍ତଲ, ଦୁଇଟି ମୋବାଇଲ, ଗୋଟିଏ କାର , ଗୋଟିଏ ବୋଲେରୋ ସମେତ ଦେଶୀ ମଦ ପ୍ୟାକିଙ୍ଗ ମେସିନ ଆଦି ଜବତ କରିଛି । ଗତ ଅଗଷ୍ଟ ମାସ ୧୯ତାରିଖରେ ମାତୃକୃପା ପେଟ୍ରୋଲ ପୁମ୍ପରୁ ଲୁଟ କରିଥିବା ୪୯ହଜାର ୬ଶହ ଟଙ୍କାରୁ ୬ହଜାର ୫ଶହ ଟଙ୍କା ପୋଲିସ ଉଦ୍ଧାର କରିଛି । ଏହା ସହ ପୁଲିସ ଏକ କୋଇଲା ଟ୍ରକ ଓ ତାର ମାଲିକ ଦୁଇ ଜଣଙ୍କ ସହ ମୋଟ ୬ଜଣଙ୍କୁ ଗିରଫ କରିଥିବା ଢେଙ୍କାନଲ ଏସଡିପିଓ ସୂଚନା ଦେଇଛନ୍ତି ।

   Related Posts