ଢେଙ୍କାନାଳ ଝାରଦା ଗାଁରେ ବିସ୍ଫୋରଣ ; ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ

Published By : Prameya-News7 Bureau | April 24, 2018 IST

ଢେଙ୍କାନାଳ ଝାରଦା ଗାଁରେ ବିସ୍ଫୋରଣ ବିସ୍ଫୋରଣରେ ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ ଗୁରୁତର ମଧ୍ୟରେ ଜଣେ ୪ବର୍ଷର ଶିଶୁ ଓ ଜଣେ ମହିଳା ଗାଁର ଝୁନା ଗୁରୁଙ୍କ ଘରେ ରହିଥିବା ବୋମା ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି ସମସ୍ତ ଆହତ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ତେବେ ଅବସ୍ଥା ଗୁରୁତର ଥିବାରୁ ସମସ୍ତ ଆହତ କଟକ ସ୍ଥାନାନ୍ତର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.