ଢେଙ୍କାନାଳ ଝାରଦା ଗାଁରେ ବିସ୍ଫୋରଣ ; ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ
24/04/2018 at 5:52 AM

ଢେଙ୍କାନାଳ ଝାରଦା ଗାଁରେ ବିସ୍ଫୋରଣ
ବିସ୍ଫୋରଣରେ ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ
ଗୁରୁତର ମଧ୍ୟରେ ଜଣେ ୪ବର୍ଷର ଶିଶୁ ଓ ଜଣେ ମହିଳା
ଗାଁର ଝୁନା ଗୁରୁଙ୍କ ଘରେ ରହିଥିବା ବୋମା ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି
ସମସ୍ତ ଆହତ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା
ତେବେ ଅବସ୍ଥା ଗୁରୁତର ଥିବାରୁ ସମସ୍ତ ଆହତ କଟକ ସ୍ଥାନାନ୍ତର
Related Posts
ବସ୍ରେ ହେଉଥିଲେ ଗଞ୍ଜେଇ ଚାଲାଣ, ମାଡିବସିଲା ପୋଲିସ
3 October 2023
ଘରେ ଶୋଇଥିଲେ ସ୍ୱାମୀ-ସ୍ତ୍ରୀ, ଭୁଜାଲି ମାଡ଼ରେ ମହିଳା ଗୁରୁତର
3 October 2023